jsm

ହାତୀସରା ପଞ୍ଚାୟତରେ ବୃକ୍ଷ ରୋପଣ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳେ ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଡିଓ ରାମଦତ୍ତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ୧୨ ନମ୍ବର ଜୋନର ସଦସ୍ୟା ମମତା କୁମୁରା, ହାତୀସରା ସମିତି ସଭ୍ୟ ପପୁ ପାତ୍ର, ହାତୀସରା ଇଓ ଗୋପାଳ ଷଢ଼ଙ୍ଗୀ, ବଂଶୀଧର ରାଉତ, ଅଭିରାମ ମେହେର, ଜିଓଟେକ ରମେଶ ଗଡ଼ତ୍ୟା, ବିଶ୍ୱାନାଥ ରାଏ, ଶିବାନନ୍ଦ ରାଏ, ରଥ ରଣା, ଗାଁ ସାଥୀ ସପ୍ତର୍ଷି ପୋଢ଼, ବିଘ୍ନରାଜ କୁଅଁର ,ରୋଶନ ବକୁଳ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.