pakka

ଜାତୀୟ ମେଧାବୃତ୍ତି ପରୀକ୍ଷାରେ ସଫଳତା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ନିଶାମଣି ସରକାରୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସିତେଶ ବରିହା ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ୨୦-୨୧ ମେଧାବୃତ୍ତି ପରୀକ୍ଷାରେ ଏହି ମେଧାବୃତ୍ତି ପାଇବେ । ଶ୍ରୀମତୀ ଶକୁନ୍ତଳା ବରିହା ଏବଂ ସ୍ୱର୍ଗତ ନାରଦ ବରିହାଙ୍କ ସେ ୨ୟ ସନ୍ତାନ ଅଟନ୍ତି । ଏହି ସଫଳତା ପାଇଁ ସେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଦିବ୍ୟକାନ୍ତି ଭୋଇ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରେରଣାର ଉତ୍ସ ବୋଲି କହିଥିଲେ ।

Leave A Reply

Your email address will not be published.

13 + ten =