Daily Archives

ଜରାସିଂହା ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବିଦାୟ ଦେଇ ବାହୁଡ଼ିଲେ ପାଟଖଣ୍ଡା

ଦେଓଗାଁ, (ମନୀଷ କୁମାର ସାହୁ) : ଚିରା ଚରିତ ପ୍ରଥା ଅନୁସାରେ ପାଳିତ ହେଉଥିବା ୨୦୨୧ ପାଟଖଣ୍ଡା ଯାତ୍ରା ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଯାତ୍ରା ହେବ ପୁଣି କମ୍‌ ସମୟ ମଧ୍ୟରେ ଯାତ୍ରା ହେବାକୁ ପ୍ରଶାସନିକ ଓ ପରିଚାଳନା କମିଟିର
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୪ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...

୬୬୨ ବର୍ଗ ମହାବିଦ୍ୟାଳୟର ଗ୍ରନ୍ଥାଗାର ସହାୟକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ସଂଘର ବିଷୋଦ୍‌ଗାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଖିଳ ଓଡ଼ିଶା ୬୬୨ ବର୍ଗ ମହାବିଦ୍ୟାଳୟର ଗ୍ରନ୍ଥାଗାର ସହାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ତଥା ପକ୍ଷପାତିତା ନୀତି ବିରୋଧରେ ରାଜ୍ୟସଂଘ ବିଷୋଦ୍‌ଗାର କରିବା ସହ ଦାବୀ ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ
Read More...

ଗତ ୨୪ ଘଂଟାରେ ୫୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୪୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବିଳମ୍ବିତ ରାତିରେ ବରଗଡ଼ ଭଟଲି ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚିହ୍ନା ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପହଞ୍ଚାଇଲା ସଂକଲ୍ପ ପରିବାର । ଯୁବକ ଜଣକର କିଛି ସଠିକ୍‌ ସୂଚନା ମିଳି ପାରିନାହିଁ ।
Read More...

ଜନକପୁର ସଭାଗୃହ ଉଦ୍‌ଘାଟନ ଓ ଫୁଟବଲ ମ୍ୟାଚରେ ଯୋଗ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ବିଡିଘାଟ ପଂଚାୟତର ଜନକପୁରଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ସଭାଗୃହ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ ହୋଇଯାଇଅଛି । ବିଧାୟକ ଦ୍ୱାରା ପ୍ରଦତ୍ତ ପାଣ୍ଠିରେ ନିର୍ମିତ ସଭାଗୃହରେ ଜନକପୁରର ଅନେକ ସାମାଜିକ,
Read More...

ଲଳିତ ନାୟକ ସ୍ମୃତି କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ସ୍ମୃତି ରକ୍ଷା ପାଇଁ ସହରର ଭାଗୀରଥି ଛକ କିମ୍ବା ପାଟଣା ହୋଟେଲ ଛକ କିମ୍ବା ବିବିଏମ୍‌ସିଏଚ୍‌ ଭିତରେ ଏକ ପୂର୍ଣ୍ଣାୟବୟ ପ୍ରତିମୂର୍ତ୍ତି ଲଗାଇବା ପାଇଁ ଲଳିତ ନାୟକ ସ୍ମୃତି କମିଟି ପକ୍ଷରୁ
Read More...

ମିଳିମିଶି ଖାଇଦେଲେ ପିଡିଏସ୍‌ ସାମଗ୍ରୀ : ନଗର କଂଗ୍ରେସ

ସିଏସ୍‌ଓଙ୍କ ଉତ୍ତରରେ ବିଧାୟକଙ୍କୁ ଅସମ୍ମାନ, ସିଏସ୍‌ଓ ଅଫିସ ସମ୍ମୁଖରେ ବିକ୍ଷୋଭ, ଧାରଣା ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିଳିମିଶି ଖାଇଦେଲେ ପିଡିଏସ୍‌ ସାମଗ୍ରୀ ବୋଲି ବଲାଙ୍ଗିର ନଗର କଂଗ୍ରେସ ଗୁରୁତର ଅଭିଯୋଗ ଆଣେିଛି । ରାଜ୍ୟ ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ପିଡିଏସ୍‌
Read More...

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମାର ୧୯ ନମ୍ବର ସାହିତ୍ୟ ଆସର ଅନୁଷ୍ଠିତ

ଚିପିଲିମା : ମା' ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମାର ୧୯ ନମ୍ବର ସାହିତ୍ୟ ଆସର ଗତ ୧୭ ତାରିଖରେ ଅନଲାଇନ୍ ଗୁଗୁଲ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଷୟ ଥିଲା ଗଳ୍ପ । ଏଥିରେ ପଶ୍ଚିମ ଓଡିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ ପାଞ୍ଚ ଜଣ ଗାଳ୍ପିକ ଯୋଗ ଦେଇଥିଲେ । ସେମାନେ ହେଲେ ଶୁଭମ୍
Read More...

ସ୍ୱାମୀ ବେକରେ ଗାମୁଛା ଭିଡି ହତ୍ୟା କଲା ସ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂୁନା ଅନୁସାରେ ଉକ୍ତ ଗ୍ରାମର ସମାରୀ ବରିହା (୩୨) ଘରେ ସ୍ୱାମୀ ସଦା ଶିବଙ୍କ ବେକରେ ଗାମୁଛା ଭିଡ଼ି
Read More...