pakka

ବଡବନ୍ଧରେ ମେଟାକାନୀ ଯାତ୍ରା ଉଦଘାଟିତ

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଗାଁରେ ମେଟାକାନୀ ଯାତ୍ରା ଉଦଘାଟନ ହୋଇଯାଇଛି । ଦୀର୍ଘ ୧୬ବର୍ଷ ଧରି ଚାଲିଥିବା ଏହି ମେଟାକାନୀ ଯାତ୍ରା ମୁଖ୍ୟ ପୂଜକ ସଙ୍କୀର୍ତ୍ତନ୍ୟ ଭୋଇ ଗାଁର ସମସ୍ତ ଦେବଦେବୀଙ୍କୁ ପୂଜା କରିବା ପରେ ଆରମ୍ଭ ହୋଇଥିଲା । ଯାତ୍ରାରେ ବିରାଟ ନାଏକ, ଜନକ ଲାଲ ବେମାଲ, ସୁରୁ ସିଂ ବୁଦ୍ଧିଆ, ମିଟୁ ପୁଟେଲ, ଘନ ରାଉତ, ଟହଲୁ ମନହିରା, ଗୋପାଳ ସାହୁ, ବଂଶୀଧର ବେମାଲ, କଏରାଁ ପଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । 

pp
Leave A Reply

Your email address will not be published.

ten + eighteen =