csstore

ବଲାଙ୍ଗିର ସମଲେଇ ମନ୍ଦିର ଛାତ ଭୁଷୁଡିପଡିବାକୁ ନେଇ ଘଣ୍ଟ ବଜାଇ ପ୍ରତିବାଦ କଲେ ବିଭିନ୍ନ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଭୁଷୁଡି ପଡିଲା ବଲାଙ୍ଗିର ସମଲେଇ ମନ୍ଦିରର ଛାତ । ତେବେ ଏହାକୁ ନେଇ ବାରମ୍ବାର ପ୍ରଶାସନକୁ ଏହାର ମରାମତି କାର୍ଯ୍ୟ ପାଇଁ ଜଣାଇବା ପରେ ମଧ୍ୟ ପ୍ରଶାସନ ତରଫରୁ ଅଣଦେଖା କରିଥିବା ଅଭିଯୋଗ କରି ଘଣ୍ଟ ବଜାଇବା ସହ ପ୍ରତିବାଦ କରି ସମଲେଶ୍ଵରୀ ମନ୍ଦିର ରାସ୍ତାରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଧାରଣା ଦେଇଥିଲେ ।

jayashree
Leave A Reply

Your email address will not be published.