Daily Archives

କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମସ୍ତେ ନୂତନ ପୋଷାକ ପିନ୍ଧି ମଉଜ ମସ୍ତିରେ ମସ୍‌ଗୁଲ ଥିଲା ବେଳେ ଜିରିଂପଡା ସ୍ଥିତ ତିନି ଅନାଥ ପିଲାଙ୍କୁ ସାମାନ୍ୟ ଖୁସି କରାଇବା ପାଇଁ କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଚାଉଳ ୧ ପ୍ୟାକେଟ, ଡାଲି, ଅଟା,
Read More...

ଯୋଖିପାଲିରେ ଲୋକମାନଙ୍କ ପାଇଁ ବରଦାନ ସାଜିଛି ଆୟୁର୍ବେଦ ଚିକିତ୍ସାଳୟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ବର୍ତମାନ ଗରିବ ଓ ଅସହାୟ ରୋଗୀଙ୍କ ପାଇଁ ବରଦାନ ସାଜିଛି ଏଠାକୁ ବହୁ ଦୂର ଦୁରନ୍ତରୁ ରୋଗୀ ଆସି ସ୍ୱାସ୍ଥ୍ୟ ସେବାର ଲାଭ ନେଇ ପାରୁଛନ୍ତି । ଡ଼. ଜିତେନ୍ଦ୍ର କୁମାର ଆଚାର୍ଯ୍ୟ
Read More...

ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ଏଆଇଡିଏସ୍‌ଓ, ଏଆଇଏମ୍‌ଏସ୍‌ଏସ୍‌, ଏଆଇଡିୱାଇଓ ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ କଠୋର ଦଣ୍ଡ ଦାବୀରେ ଆଜି ଆଇଡିଏସ୍‌ଓ, ଏଆଇଏମ୍‌ଏସ୍‌ଏସ୍‌ ଏବଂ ଏଆଇଡିୱାଇଓ ବଲାଙ୍ଗିର ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ
Read More...

ବୟାଳିଶମୌଜାରେ ମନୁଷ୍ୟ ଗୌରବ ଦିବସ ପାଳିତ

କଟକ : କଟକ ସଦର ବୟାଳିଶମୌଜାରେ ସମାଜ ସଂସ୍କାରକ ପାଣ୍ଡୁରଙ୍ଗ ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଲକ୍ଷେ ଅକ୍ଟୋବର ୧୯କୁ ମନୁଷ୍ୟ ଗୌରବ ଦିବସ ଭାବେ ପାଳନ କରାଯାଇଛି । ସ୍ୱାଧ୍ୟାୟ ପରିବାର ପକ୍ଷରୁ ବୟାଳିଶମୌଜାର ବିଭିନ୍ନ ଗ୍ରାମ, ଶ୍ରୀରାମ ସିଦ୍ଧେଶ୍ୱର ପୀଠ ଓ ଦଧିବାମନପୁର ମା'ଭୁଆସୁଣୀ
Read More...

ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କଷ୍ଟଦାୟକ ବୋଲି ଟ୍ଵିଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବଲାଙ୍ଗିର ଝିଅ ତଥା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କଷ୍ଟଦାୟକ ବୋଲି ଟ୍ଵିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ଵିଟ କରି ଲେଖିଛନ୍ତି ଯେ ଏହି ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ । ଏହି
Read More...

ନକଲି ମାଓବାଦୀ ସାଜି ପାଞ୍ଚଲକ୍ଷ ଟଙ୍କା ବଟି ମାଗି ଧରାପଡିଲେ ଦୁଇ ଅଭିଯୁକ୍ତ

ଖପ୍ରାଖୋଲ, (ଅଶୋକ ବାଗ ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ଭାବରେ ଜଣା ଶୁଣା । ଏହି ଅଞ୍ଚଳରେ ମଝିରେ ମଝିରେ ମାଓବାଦୀ ନିଜର ଗତିବିଧି ଜାହିର କରୁଥିବା ବେଳେ ସରକାର ମଧ୍ୟ ମାଓ ଦମନ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଗତ କିଛି ଦିନ
Read More...

ମମିତାଙ୍କୁ ନ୍ୟାୟ ଦାବୀରେ ବିଜେପି ପକ୍ଷରୁ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନସାଇନ ପବ୍ଲିକ ସ୍କୁଲର ମାଲିକ ତଥା ମମିତା ମେହେର ନିଖୋଜ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟଚାଲାଣ କରାଯାଇଛି । ଆଜି ତାକୁ ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଜେ.ଏମ୍‌.ଏଫ୍‌.ସି କୋର୍ଟକୁ ନିଆଯାଇଥିବା ବେଳେ କୋର୍ଟରେ
Read More...

ବହୁ ଚର୍ଚ୍ଚିତ ମମିତାଙ୍କ ନିଖୋଜ ଘଟଣା : ସିବିଆଇ ତଦନ୍ତ ଦାବୀରେ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦବୀରୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି କୋଶଲ ଯୁବ ସମନ୍ୱୟ ସମିତି । ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ପୀଡ଼ିତ ପରିବାରର ଗାଁ ତୁରେକେଲାର ଝରନି ଗାଁ ଠାରୁ ବଲାଙ୍ଗିର ଏସପି କାର୍ଯ୍ୟାଳୟ ଯାଏଁ
Read More...

ଅସହାୟର ବନ୍ଧୁ ସାଜି ସସମ୍ମାନର ସହିତ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ପଡି ରହିଥିବା ଦୁଇଜଣ ଅସହାୟ ଅଜଣା ରୋଗୀଙ୍କ ପାଖକୁ କେହି ନ ଆସିବାରୁ ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗର ହାତ ବଢ଼ାଇ ସ୍ଥାନୀୟ ବିଭୁତିପଡ଼ା ସ୍ଥିତ ଶ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ ବଲାଙ୍ଗିର
Read More...

ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମମିତାଙ୍କୁ ହତ୍ୟା କରିଥିବା ମାନିଛି ଗୋବିନ୍ଦ ସାହୁ ଏନେଇ ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ମିଳିଛି । ହତ୍ୟାରେ ଏକାଧିକ ଲୋକ ନିୟୋଜିତ ଥିବା ବେଳେ ଦୁଇ ମୁଖ୍ୟ ସନ୍ଦିଗ୍ଧଙ୍କୁ ଖୋଜୁଛି ବଲାଙ୍ଗିର ପୋଲିସ । ତେବେ ଆଖୁ କିଆରିରୁ ଅଭିଯୁକ୍ତକୁ ଗିରଫ କଲା
Read More...