Daily Archives

କନ୍ଧପାଲିପଡା ରାସ୍ତା ଶୋଚନୀୟ : ଲୋକେ ହନ୍ତସନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୱାର୍ଡ ନଂ. ୨ ଅନ୍ତର୍ଗତ କନ୍ଧପାଲି ପଡାର କଲେଜଛକରୁ ପଡାକୁ ଯାଇଥିବା ତଥା ଫକୀର କିରାନା ଦୋକାନ ସାମ୍ନାରେ ରାସ୍ତାରେ ବଡ ବଡ ଗାତ ହେବା ସହ ଅତି ଶୋଚନୀୟ ହୋଇପଡିଛି । ବର୍ଷା ଦିନରେ ଏହି ଗାତରେ ପାଣି ଜମା ହେବା ଫଳରେ ଅନେକ ଲୋକଙ୍କ
Read More...

ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠଠାରେ ଗତ ୬ ତାରିଖ ଦିନ ସଂକଳ୍ପ ନେଇଥିବା ବେଳେ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଆଶ୍ୱିନ ନବରାତ୍ର କାର୍ଯ୍ୟକ୍ରମ ଆଜି ପୂର୍ଣ୍ଣାହୁତି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ
Read More...

ଖଡ଼ିଆଳ ରାଜପ୍ରସାଦ ପାଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ ପ୍ରସାଦରେ ପଟଖଣ୍ଡା ପୂଜା ପାଉଥିବା ବେଳେ ପବିତ୍ର ଦଶହରା ପର୍ବରେ ପଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଶ୍ଵିନ ମାସ ପବିତ୍ର ସପ୍ତମୀ ତିଥିରେ ପଟଖଣ୍ଡାଭେଟ ପଲିଙ୍କିରେ ବିଜେ କରି ସେବାୟତମାନଙ୍କ ଦ୍ଵାରା
Read More...

ନବରାତ୍ରୀର ନବମ ଦିନରେ ପୂଜା ପାଆନ୍ତି ମା’ ସିଦ୍ଧିଦାତ୍ରୀ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ସଦର ମହକୁମା, ଦୁରାଗାଁ, କୋଡ଼ିଙ୍ଗା, ବଡ଼ଆମ୍ବଡାଠାରେ ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତ ଜନନୀ ମା' ଦୁର୍ଗାଙ୍କର ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ସ୍ୱତନ୍ତ୍ର ରୀତିନୀତି ଅନୁସାରେ କରୋନା କଟକଣା ଭିତରେ ମହାମାୟୀଙ୍କ
Read More...

ପୋଲିସ ସହ ଅଭିଯୁକ୍ତ ମୁହାଁ ମୁହିିଁ : ଫୁଟିଲା ଗୁଳି

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ଲାଣ୍ଟ ସାଇଡ ଥାନା ରେଳବାଇ କଲୋନୀ ରିମ ଝିମ ବସ୍ତିରେ ଗତ ଗଣେଶ ପୂଜାରେ ହୋଇଥିବା ଜିତେନ୍ଦ୍ର ସାଏ ଓରଫ୍‌ ଗୋରେକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ପୂର୍ବରୁ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଉରକେଲା ପୋଲିସ, ଗୋରେ ହତ୍ୟାକାଣ୍ଡରେ
Read More...

ରଜାମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭୁତିଆରବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମରେ ଶ୍ରୀ ଶ୍ରୀ ରାଧାକ୍ରିଷ୍ଣା ସଂକୀର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଇକେଡା
Read More...

ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସମ୍ପାଦିକା ବିଜେଡିରେ ସାମିଲ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଧାନସଭାରେ ବି.ଜେ.ଡି ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ଜନହିତକର ଯୋଜନା ଏବଂ ଆଦର୍ଶରେ ଅନୁପ୍ରାଣିତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୭୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ରହିଥିବା ବେଳେ ଭଦ୍ରକ, କଟକ, ଯାଜପୁର ଜିଲ୍ଲାରୁ
Read More...

ଗତ ୨୪ ଘଣ୍ଟାରେ ଭାରତରେ ୧୮,୯୮୭ କୋଭିଡ୍‌-୧୯ ସଂକ୍ରମଣ : ମୃତ୍ୟୁ ସଂଖ୍ୟା ୨୪୬

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୯୮୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୨୦,୭୩୦ରେ ପହଞ୍ଚିଥିବା ବେଳେ ସମୁଦାୟ
Read More...

ସି.ଏସ୍ ଫାଉଣ୍ଡେସନ୍ ପରୀକ୍ଷାରେ ଜେଏସ୍‌ଏମ୍‌ କଲେଜର ସଫଳତା

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜ ସି.ଏସ୍ ଫାଉଣ୍ଡେସନ୍ ଜୁନ୍-୨୦୨୧ ପରୀକ୍ଷାରେ ପୁଣି ଥରେ ସଫଳତା ହାସଲ କରିଛି । ଜେଏସ୍‌ଏମ୍‌ ବାଣିଜ୍ୟ ବିଭାଗ କଲେଜର ଜଣେ ଛାତ୍ର ସୌରଭ ଅଗ୍ରଓ୍ବାଲ ସି.ଏସ୍ ଫାଉଣ୍ଡେସନ୍ ପରୀକ୍ଷା- ଜୁନ୍ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇ ପିତାମାତା ଓ
Read More...