Daily Archives

ନବମ ବେଶରେ ଆଜି ମା’ : ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନବମ ବେଶରେ ମା’ ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’ ଦେବୀ ପୀଠ ମାନଙ୍କରେ ବିରାଜମାନ କରିଛନ୍ତି । ସହରର ସମଲେଇ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟ ସବୁ ଦେବୀ ମନ୍ଦିରରେ ମା’ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ଗ୍ରହଣ କରିବେ । ଏହି ବେଶର ପୌରାଣିକ
Read More...

ଗତ ୨୪ ଘଂଟାରେ ୫୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୧୪ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଘୁନସରରେ ଶାରଦୀୟ ଦୁର୍ଗାପୂଜା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁର ସ୍ଥାନୀୟ ହାଟପଦା ନିକଟରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନିଡାମ୍ବର ଭାବରେ ମା' ଦୁର୍ଗା ପୂଜା ପାଉଛନ୍ତି । ଧ୍ରୁବ ଚରଣ ବେହେରା ଓ ତାଙ୍କ ଧର୍ମ ପତ୍ନୀ
Read More...

ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଅଜଣା ଗାଡି ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ

ନୟାଗଡ଼, (କେପିଏନଏସ) : ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇଟି ଜୀବନ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର । ସୂଚନାଅନୁସାର, ସଁପଡାରେ ଗାଁର ଟିକିନା ପ୍ରଧାନ, ମାନସୀ ମାର୍ଥା ଓ ସୁରୁବାଳା ପରିଡା ସବୁଦିନ ପରି ଆଜି ବି ପ୍ରାତଃ ଭ୍ରମଣରେ ଯାଇଥିଲେ । ଏହି
Read More...

କରୋନା କଟକଣା ପାଇଁ ଶାରଦୀୟ ଦୁର୍ଗାପୂଜା ଫିକା ପଡ଼ିଲା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପାର୍ବଣ ଋତୁରେ ଚଳିତ ବର୍ଷ କୋଭିଡ କଟକଣା ଲାଗୁ ହୋଇଥିବାରୁ ଡେଲାଙ୍ଗ ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ସେଭଳି ଲୋକଙ୍କ ସମାଗମ ପରିଲକ୍ଷିତ ହେଉନାହିଁ । ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବଜାର ଓ ପୁରପଲ୍ଲୀରେ ଲୋକଙ୍କ ଭିଡ଼ ଜମିବା ସହ ଚିତ୍ତାକର୍ଷକ
Read More...

ଜାତୀୟ ଡାକଘର ସପ୍ତାହ ପାଳନ ଅବସରରେ ଡାକ ଟିକଟ ପ୍ରଦର୍ଶନ, ସେମିନାର ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶାନ୍ତି ନଗର ନେତାଜୀ ଯୁବକସଙ୍ଘ କମ୍ୟୁନିଟି ହଲ୍‌ରେ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଡାକ ଟିକଟ ପ୍ରଦର୍ଶନ ଏବଂ ଡାକ ସଂଗ୍ରହ ସମ୍ପର୍କିତ ସେମିନାର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ
Read More...