csstore

ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପଡିଲା ଅଭିଯୁକ୍ତ : ହାତୀ ଦାନ୍ତ ଜବତ

ଅନୁଗୁଳ : ହାତୀଦାନ୍ତ ବିକ୍ରି ସମୟରେ ଏସଟିଏଫ୍ ହାତରେ ଧରାପଡିଲା ଜଣେ ଅଭିଯୁକ୍ତ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ଅନ୍ତୁଲିଆରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ସମୟରେ ଏସଟିଏଫ୍ ଖବର ପାଇ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ହାତୀ ଦାନ୍ତ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ସବୁ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଠାକୁରଘର ଥାନା ହାଟସିଉନାଳି ଗାଁର ସୁନ୍ଦର ନାୟକ ବୋଲି ଜଣାପଡ଼ିଛି ।

jayashree
Leave A Reply

Your email address will not be published.