Daily Archives

ଆଦିବାସୀ ସମନ୍ୱୟ ସମିତିର ନୂଆଁଖାଇ ଭେଟ୍‌ଘାଟ୍‌

ବୌଦ୍ଧ, (ବଂଶୀଧର ମାଝୀ) : ସଭାପତି ସାମନ୍ତମାଝୀଙ୍କ ଆହ୍ୱାନକ୍ରମେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ପଡିଆରେ ଆଦିବାସୀ ସମନ୍ୱୟ ସମିତି ଦେଢେଣମାଳ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଦିବାସୀମାନେ ପାରଂପାରିକ ବେଶ ପୋଷାକରେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ସୋନପୁର, ଡୁଙ୍ଗୁରିପାଲି ଓ
Read More...

ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟୀକାକରଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟ ଅଞ୍ଚଳରେ ବନ୍ୟଜନ୍ତୁ ଜନିତ ସଂକ୍ରମଣ ରୋକିବା ଲାଗି କୋଟଗଡ଼ ବନ ବିଭାଗ ପକ୍ଷରୁ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ସୋମବାର ମାଗଣାରେ ଟୀକା ପ୍ରଦାନ କରାଯାଇଥିଲା । ବାଲିଗୁଡା
Read More...

ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କୁ ଗଳା କାଟି ହତ୍ୟା

ଦିଲ୍ଲୀ : ରବିବାର ରାତିରେ ଡାବ୍ରି ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି ଅଶ୍ଳୀଳତାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ତା ଘରକୁ ପଳାଉଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତକୁ ଧରି
Read More...

ବଲାଙ୍ଗିରରେ କାର୍ଯ୍ୟାରମ୍ଭ କଲା ଆର୍‌ଡି ହେଲ୍‌ଥ୍‌ ଗୃପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍‌ଡି ଗୃପ୍‌ ଅଫ୍‌ କମ୍ପାନୀ ଆଜିଠାରୁ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟାରମ୍ଭ ଘୋଷଣା କରିଛି । ଆର୍‌ଡି ଗୃପ ଆୟୁର୍ବେଦ ଚିକିତ୍ସା ପଦ୍ଧତି ଦ୍ୱାରା ଗାଁକୁ ଗାଁ ସ୍ୱାସ୍ଥ୍ୟସେବା ଯୋଗଇ ଦେବା ସହ ସଦସ୍ୟମାନଙ୍କୁ ବିଭିନ୍ନ ଅତିରିକ୍ତ ସୁବିଧା ଯୋଗଇଦେବ ବୋଲି
Read More...

ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଆଜି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ର
Read More...

ସୁନୀଲ ଗୁର୍ଲାଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୭ ଘଣ୍ଟାରେ, ପଦ୍ମପୁର ବଜାରପଡାସ୍ଥିତ ସୁନୀଲ ଗୁର୍ଲାଙ୍କର ମାତ୍ର ୩୫ ବର୍ଷ ବୟସରେ, ବୁର୍ଲାସ୍ଥିତ ଭୀମସାର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସୂଚନା ଅନୁସାରେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କର ମରଶରୀର
Read More...

ବରଗଡ଼ ଟାଉନ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟାଉନ କଂଗ୍ରେସ ପକ୍ଷରୁ ଆଜି ୪ ଦଫା ଦାବୀରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୪ ଦଫା ଦାବୀ ମଧ୍ୟରେ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଜୀରା ନଦୀ ବ୍ରିଜର ନିର୍ମାଣ
Read More...

କୃଷକଙ୍କ ହତ୍ୟାର ପ୍ରତିବାଦରେ ଏଆଇକେକେଏମ୍‌ଏସ୍‌ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ଲଖିମ୍‌ପୁର ଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗୁଳି ଚାଳନା ଓ ଗାଡି ଚଢାଇ କୃଷକଙ୍କୁ ହତ୍ୟା କରିଥିବା ବିଜେପି ମନ୍ତ୍ରୀ ଓ ଗୁଣ୍ଡାଙ୍କର ବର୍ବାରତାର ପ୍ରତିବାଦରେ ଆଜି ସାରା ଭାରତ ପ୍ରତିବାଦ ଦିବସ ପାଳନ ଉପଲକ୍ଷେ ଏଆଇକେକେଏମ୍‌ଏସ୍‌
Read More...

ଅଧିକାରୀଙ୍କୁ ଧରି ନରସିଂହଙ୍କ ସଦର ବ୍ଲକ ଗସ୍ତ : ପାନୀୟ ଜଳ, ବାସଗୃହ, ବିଜୁଳି ଓ ରାସ୍ତା ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିରେ ଲୋକେ ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି । ସରକାରୀ ଅଧିକାରୀଙ୍କ ଉଦାସିନତା ହେଉ କି ଲୋକଙ୍କ ସରଳତା ହେଉ କୌଣସି ନା କୌଣସି କାରଣ ଯୋଗୁଁ ଗାଁରେ ଲୋକେ ତାଙ୍କର ହକ୍‌ ପାଇବାରୁ ବଂଚିତ ହେଉଛନ୍ତି । ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ବିଭିନ୍ନ
Read More...