Daily Archives

କେଶରୀୟା ହିନ୍ଦୁ ବାହିନୀ ଓଡିଶା ପ୍ରଦେଶର ନୂତନ ରାଜ୍ୟ ସଭାପତି ଭାବେ ସନ୍ତୋଷ କୁମାର ଭୋଳ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଶରୀୟା ହିନ୍ଦୁ ବାହିନୀ ଓଡିଶା ପ୍ରଦେଶର ନୂତନ ରାଜ୍ୟ ସଭାପତି ଭାବେ ସନ୍ତୋଷ କୁମାର ଭୋଳ ମନୋନୀତ ହୋଇଛନ୍ତି । ଏହି ଅବସରରରେ ଶ୍ରୀ ଭୋଳ କହିଛନ୍ତି ଯେ, କେଶରୀୟା ହିନ୍ଦୁ ବାହିନୀ ସଂସ୍ଥାପକ ଅତୁଲ ମିଶ୍ର, ରାଷ୍ଟୀୟ ଅଧକ୍ଷ ଅଞ୍ଜୁ ସିଂ ଶିଖରୱାର,
Read More...

୪ଶହ ଲୋକ ଦ୍ୱିତୀୟ ଡୋଜ କରୋନା ଟୀକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ପାଇଁ ଆଜି ୪୫ବର୍ଷରୁ ଅଧିକ ବୟସଧାରୀ ୪ଶହ ଜଣ ବ୍ୟକ୍ତିଙ୍କୁ
Read More...

ଦେଓଗାଁରେ ପୁଣି ୩୧ ଚିହ୍ନଟ : ମାସକରେ ୩୪୧, କୁତୁର୍ଲା ପଞ୍ଚାୟତରେ ୨ଦିନରେ ୫୯ ଚିହ୍ନଟ, ମୂରସିଂ ବାଗପଡାକୁ ସିଲ୍ କଲା…

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ମାସ ୧୧ ତାରିଖରୁ ସୋମବାର ଦିନ ପର୍ଯ୍ୟନ୍ତ ୩୧୦ଜଣ ଚିହ୍ନଟ ହୋଇଥିଲେ । ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନରେ
Read More...

ଭାଇ କଲା ଭାଇର ହତ୍ୟା : ଅଭିଯୁକ୍ତ ଟିକେଚନକୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଅଧୀନ ବଡ଼ମାଲ ଗ୍ରାମରେ ନିଜ ଭାଇକୁ ହତ୍ୟା କଲା ଜଣେ ଭାଇ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ସଇଁନ୍ତଲା ପୁଲିସ ପହଞ୍ଚି ତଦନ୍ତ କରିବା ପରେ
Read More...

ସଇଁନ୍ତଲା ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା : ଗାଡିକୁ ଛାଡିଲେ, କାଠ ଜବତ କଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ, ଦେଶ ବଞ୍ଚାଅ ବୋଲି ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଅନ୍ୟ ପଟେ ଚଳିତ ବର୍ଷ ଅନେକ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗର
Read More...

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଲକ୍‌ଡାଉନ୍‌ : ନିୟମ କଡ଼ାକଡ଼ି ସହ ଅମାନିଆଙ୍କୁ ସାବାଡ଼ କରୁଛି ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରା ଦେଶକୁ । ରାଜ୍ୟରେ ମଧ୍ୟ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ୱିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟି କଲାଣି ସାରା ରାଜ୍ୟରେ । ସଂକ୍ରମଣରେ ଅନେକଙ୍କ
Read More...

ପୁଅ ପରେ ବୋହୂ ଚାଲିଗଲା ଅକାଳରେ : ତିନି ନାତୁଣୀଙ୍କ ବୋଝ ବୋହୁଛି ବୃଦ୍ଧ ଜେଜେବାପା

କର୍ଲାମୁଣ୍ଡା (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଂଚାୟତର ଧଅଁରାଖମନ ଗାଁ । ଏଇ ଗାଁରେ ରହିଛନ୍ତି ବୃଦ୍ଧ ରାଜେନ୍ଦ୍ର ଭୋଇ (୬୪) । ପୁଅ, ବୋହୂ ଓ ତିନି ନାତୁଣୀଙ୍କୁ ନେଇ ତାଙ୍କର ଏକ ଖୁସିର ପରିବାର ଥିଲା । କିନ୍ତୁ ନିୟତି ସହିଲାନି, ଆଜକୁ ପ୍ରାୟ ପାଂଚ
Read More...

ଆଗକୁ ଅକ୍ଷୟ ତୃତୀୟା, ସଜେଇ ହେଲେଣି ଭାରତର ପ୍ରଥମ କୃଷକ ଦେବତା

ଭୁବନେଶ୍ୱର, (କେପିଏନଏସ) : ଆଗକୁ ଆସୁଛି ପବିତ୍ର ଅକ୍ଷୟ ତୃତୀୟା । କୃଷକମାନଙ୍କର ଚାଷ କାମ ଅନୁକୂଳର ପ୍ରଥମ ଦିବସ । ଏହି ଦିନରେ କୃଷକମାନେ ନିଜ ଘରେ ଝୋଟି ପକାଇବା ସହ ଚାଷ କାମ ପାଇଁ ବିହନ ଅନୁକୂଳ କରିଥାନ୍ତି ଏବଂ ଭଲ ଫସଲ ଅମଳ ପାଇଁ ପୂର୍ଜାଚ୍ଚନା କରିଥାନ୍ତି । କିନ୍ତୁ ଦୁଇବର୍ଷ ଧରି
Read More...

କଂଟାବାଂଜି ଏନଏସି ଦ୍ୱାରା ଅସହାୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଏବଂ ବୁଲା ଗାଈ ଗୋରୁଙ୍କୁ କଂଚା ପନିପରିବା ବଂଟନ

କଂଟାବାଂଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ସାରା ଦେଶକୁ ଦୋହାଲାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଓଡିଶା କାହିଁକି କଂଟାବାଂଜି ନଗର ପାଳିକା ମଧ୍ୟ ବାଦ ପଡିନାହିଁ । ଗତ ୫/୫/୨୦୨୧ତାରିଖ ଠାରୁ ସାରା ରାଜ୍ୟରେ ସପ୍ତାହନ୍ତ ଲକ୍‌ଡାଉନ ଏବଂ ସଟଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ଥିବା
Read More...

ପାଟଣାଗଡ଼ ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନ : ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଲେ ସାମ୍ବାଦିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଜିକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାର ସାମୁଖ୍ୟ କୋଭିଡ ଯୋଦ୍ଧା ଘୋଷଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶନା କ୍ରମେ ଆଜି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ରକ୍ତ
Read More...