Daily Archives

କଣ୍ଟେନମେଣ୍ଟ ଜୋନରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସାନିଟାଇଜର ଓ ମାକ୍ସ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନାର ଦ୍ଵିତୀୟ ଲହର କାୟା ବିସ୍ତାର କରୁଥିବାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା ହେଇଛି । ଗାଁ ଗାଁରେ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । କରୋନାକୁ ନେଇ ଦେଓଗାଁ ବ୍ଲକ ବିଜେପି ଯୁବ ମୋର୍ଚ୍ଚା କେଉଁଠି ଲୋକଙ୍କୁ ସଚେତନ କରାଇବା ସହ ମାକ୍ସ ବାଣ୍ଟି
Read More...

ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ଠାରେ ଆଜି ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୦ ୟୁନିଟ ରକ୍ତ ସଂଗ୍ରହ କରାଗଲା । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି
Read More...

ନାଗରିକ କମିଟି ତରଫରୁ ଶୋକ ପ୍ରକାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟିର ସ୍ୱାସ୍ଥ୍ୟ ବିଭାଗ ସବ୍‌ କମିଟିର ଚେୟାରମେନ ଡ. ପରମେଶ୍ୱର ରଥଙ୍କର ଭୁବନେଶ୍ୱର ଠାରେ ଏକ ଘରୋଇ ହସପିଟାଲରେ କରୋନା ରୋଗରେ ପୀଡିତ ହୋଇ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଣୁ ନାଗରିକ କମିଟି ତରଫରୁ ସଭାପତି
Read More...

ରାସ୍ତାରୁ ବିପଦ ସଙ୍କୁଳ ଗଛ ହଟାଇବାକୁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ମୋହନପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ଯେ ଗ୍ରାମବାସୀଙ୍କ ପାଇଁ ଏହି ଗଛ ବିପଦ ଆଣି ଦେଇପାରେ । ଗଛ ଟା ମରି ଶୁଖିଲା ଅବସ୍ଥାରେ ରହିଛି । ସେହି
Read More...

ବିଜେପୁର ସାତବନ୍ଧରେ ଅଭାବନୀୟ ଘଟଣା : ସ୍ତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ସ୍ୱାମୀଙ୍କ ଆତ୍ମହତ୍ୟା

ବରଗଡ, (ନିରୋଜ କୁମାର ପାଣୀ) : ଅର୍ଜୁନ ମେହେର, ବୟସ ପାଖାପାଖି ୭୦ବର୍ଷ । ତାଙ୍କ କରୋନା ପଜିଟିଭ ହୋଇଥିଲା ଓ ତାଙ୍କ ସ୍ତ୍ରୀଙ୍କୁ ଜ୍ବର ହେଉଥିଲେ ବି ରିପୋର୍ଟ କିନ୍ତୁ ନେଗେଟିଭ ଆସିଥିଲା । ଡାକ୍ତର ଉଭୟଙ୍କର ଚିକିତ୍ସା କଲା ପରେ ଅର୍ଜୁନଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ଥିବାରୁ ତାଙ୍କୁ ୧୦ଦିନ
Read More...

ଲକ ଡାଉନ ସମୟରେ ମିଶନ ଶକ୍ତି ପକ୍ଷରୁ ପରିବା ଓ ରାସନ ସାମଗ୍ରୀ ବିକ୍ରି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦେଶ ଓ ରାଜ୍ୟରେ ୨ୟ ଲହର ମହାମାରୀ କରୋନା ଭୟଙ୍କର ରୂପ ନେଉଛି । ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବଢିବା ସହିତ ମୃତ୍ୟୁ ହାର ବଢୁଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରାକର ଲକଡାଉନ ଜାରି କରିଛନ୍ତି । ଲୋକ ମାନେ ବଂଚିବା ପାଇଁ ସକାଳ ୬ଠାରୁ
Read More...

ଜିଲ୍ଲାର ବିଭିନ୍ନ ସିଏଚସି ଅନ୍ତର୍ଗତ ୨୦ ଗୋଟି ଟୀକା କେନ୍ଦ୍ରରେ ଆସନ୍ତା ୧୦ ତାରିଖରେ କୋଭିଡ ଟୀକା ପ୍ରଦାନ କରାଯିବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୋଭିଡ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ବହୁବିଧ ବ୍ୟବସ୍ଥା କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ
Read More...

ଗୁଣି ଗାରେଡ଼ିକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଚିକିତ୍ସାଳୟରେ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗୁଣି ଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଭଳି ଏକ ଖବର ଆସିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ମାଡସପାଜୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର
Read More...

ଜନମଞ୍ଚ ସିଭିଲ୍‌ ସୋସାଇଟି ତରଫରୁ ଶିଶୁମାନଙ୍କୁ କ୍ଷୀର ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : କରୋନା ମହାମାରୀ କାଳରେ ପୁଣି ଏକ ବିଶେଷ ପଦକ୍ଷେପ ଗ୍ରହଣ କରିଛି ଜନମଞ୍ଚ ସିଭିଲ୍‌ ସୋସାଇଟି । ସ୍ଥାନୀୟ ୱାର୍ଡ ନଂ. ୯ର କାଦୋପଡା ଏବଂ ଲାଇନ୍‌ପଡାର ଘରକୁ ଘର ଯାଇ ସଂଗଠନର ପ୍ରତୀକ ନାୟକଙ୍କ ନେତୃତ୍ୱରେ ଶିଶୁମାନଙ୍କୁ କ୍ଷୀର ବଣ୍ଟନ କରିଛି ପାଟଣାଗଡ ଜନମଞ୍ଚ
Read More...

କର୍ଲାମୁଣ୍ଡା ବ୍ଳକରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଳକରେ ଗତକାଲି ଠାରୁ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରସ୍ତୁତ ଏକସନ ପ୍ଳାନ ଅନୁଯାଇ ୭ ତାରିଖ ଦିନ ଯୋରାଡବରା, ୮ ତାରିଖ ଦିନ ସାପଲହରା, ୧୦ ତାରିଖ ଦିନ ରେଗେଡା, ୧୧ ତାରିଖ ଦିନ ବୋରପଦର, ୧୩ ତାରିଖ ଦିନ ରିଂଜା
Read More...