କଣ୍ଟେନମେଣ୍ଟ ଜୋନରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସାନିଟାଇଜର ଓ ମାକ୍ସ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନାର ଦ୍ଵିତୀୟ ଲହର କାୟା ବିସ୍ତାର କରୁଥିବାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା ହେଇଛି । ଗାଁ ଗାଁରେ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । କରୋନାକୁ ନେଇ ଦେଓଗାଁ ବ୍ଲକ ବିଜେପି ଯୁବ ମୋର୍ଚ୍ଚା କେଉଁଠି ଲୋକଙ୍କୁ ସଚେତନ କରାଇବା ସହ ମାକ୍ସ ବାଣ୍ଟି ଅଞ୍ଚଳକୁ ସାନିଟାଇଜର କରୁଛି । ଶନିବାର ଦିନ ଦେଓଗାଁ ବ୍ଳକର ଉପରଝର ପଞ୍ଚାୟତ ନୁଆଁପାଲି ଗାଁରେ ହେଇଥିବା ମାଇକ୍ରୋ କଣ୍ଟେନମେଣ୍ଟ ଯୋନରେ ଯୁବ ମୋର୍ଚ୍ଚାର ସଦସ୍ୟମାନେ ସାନିଟାଇଜ କରିଛନ୍ତି ।

Leave A Reply

Your email address will not be published.

eighteen + 13 =