ଜନମଞ୍ଚ ସିଭିଲ୍‌ ସୋସାଇଟି ତରଫରୁ ଶିଶୁମାନଙ୍କୁ କ୍ଷୀର ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : କରୋନା ମହାମାରୀ କାଳରେ ପୁଣି ଏକ ବିଶେଷ ପଦକ୍ଷେପ ଗ୍ରହଣ କରିଛି ଜନମଞ୍ଚ ସିଭିଲ୍‌ ସୋସାଇଟି । ସ୍ଥାନୀୟ ୱାର୍ଡ ନଂ. ୯ର କାଦୋପଡା ଏବଂ ଲାଇନ୍‌ପଡାର ଘରକୁ ଘର ଯାଇ ସଂଗଠନର ପ୍ରତୀକ ନାୟକଙ୍କ ନେତୃତ୍ୱରେ ଶିଶୁମାନଙ୍କୁ କ୍ଷୀର ବଣ୍ଟନ କରିଛି ପାଟଣାଗଡ ଜନମଞ୍ଚ ସିଭିଲ୍‌ ସୋସାଇଟି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ବିମ୍ବଧର, ମୟୂର, ଲିପୁ ପ୍ରମୁଖ ଜନମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + seventeen =

error: Content is protected !!