Daily Archives

ଗଞ୍ଜାମରେ ନୂଆ ମହିଳା ଏଡିଏମଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଭିଡ କାର୍ଯ୍ୟ ପରିଚାଳନା ଦିଗରେ ଦକ୍ଷତା ପ୍ରତିପାଦନ କରିବା ଏବଂ କୋଭିଡ଼ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ଆଉ ଜଣେ ମହିଳା ଯୋଦ୍ଧାଙ୍କୁ ସାମିଲ କରାଇଛନ୍ତି, ସେ ହୋଉଛନ୍ତି ଲୀନା କୁମାରୀ ଖେସ୍ । ଗଞ୍ଜାମ ଜିଲ୍ଲାରେ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ପୁଣି ସତ୍ତର୍କତା ମୂଳକ ବାର୍ତ୍ତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ କରୋନା ଦାଉରୁ ମୁକ୍ତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ନିବେଦନ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ କରୋନାର ପ୍ରକୋପରୁ ନିଜକୁ ବଞ୍ଚାଇବାକୁ ହେଲେ ସମସ୍ତେ ଘରେ ରୁହନ୍ତୁ
Read More...

ବଲାଙ୍ଗିର ଡିଭାଇନ୍‌ ଲାଇଭ୍‌ ସୋସାଇଟି ପକ୍ଷରୁ ରନ୍ଧା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଭାଇନ୍‌ ଲାଇଭ୍‌ ସୋସାଇଟି ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । କୋଭିଡ଼ ପ୍ରଭାବିତ ପରିବାର ଗୁଡ଼ିକର ୩୫୩ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ୍‌ ଓ ୫୧୬୦ ଟଙ୍କାର ରାସନ ସାମଗ୍ରୀ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି ।
Read More...

ମନୋଜଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ (ଘୋରଡିଆ) ଗ୍ରାମର ମନୋଜ ବଡଜେନା(୩୬) ଆଜକୁ ପ୍ରାୟ ୬ ମାସ ହେଲା ଯକୃତ ଜନିତ ତଥା ଅନ୍ୟାନ ରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ବାପା ଦୀନବନ୍ଧୁ ବଡଜେନା ଜଣେ ବିପିଏଲ ହିତାଧିକାରୀ ଏବଂ ସେ ଜଣେ ଦିନ
Read More...

କରୋନାରେ ଚାଲିଗଲେ ଭିଡିଓ ସାମ୍ବାଦିକ ସୁମନ୍ତ ମହାନ୍ତି

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର କନକ ନ୍ୟୁଜର କ୍ୟାମେରା ମ୍ୟାନ୍‌ ସୁମନ୍ତ ମହାନ୍ତି (ଦିଲୁ) କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଥିବା ଖବର ମଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହେଉଥିଲା । ଜଣେ କର୍ମଠ ଭଡିଓ ସାମ୍ବାଦିକ ଭାବେର ଦିଲୁ ବେଶ୍‌
Read More...

ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ

ପାରାଦ୍ଵୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ କରାଯାଇଛି । ପାରାଦ୍ଵୀପ ଜଗନ୍ନାଥ ମନ୍ଦିର ପରିସରରେ ଏହାକୁ ଲୋକାର୍ପଣ କରିଛନ୍ତି ୱାର୍କର୍ସ ୟୁନିୟନର ସଭାପତି ବାପି ସର୍ଖେଲ । ପାରାଦ୍ଵୀପ,
Read More...

କରୋନାରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କ ଗ୍ରାମର ଦେବାଦେବୀଙ୍କ ଠାରେ ପୂଜାର୍ଚ୍ଚନା

ମ.ରାମପୁର, (ହେମନ୍ତ ସାହୁ) : କରୋନାର ମୁକାବିଲା କରିବାକୁ କେବଳ ବିଜ୍ଞାନ ନୁହେଁ ଲୋକବିଶ୍ୱାସର ମଧ୍ୟ ସାହାରା ନେବା ଦେଖାଗଲାଣି । ବିଶ୍ୱ ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱବାସୀଙ୍କୁ କବଳିତ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ମୋହନଗିରି
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨୬ : ବଲାଙ୍ଗିର ପୌରାଂଚଳରୁ ୬୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୪ରୁ ୧, ୧୫ରୁ ୧, ୧୨ରୁ ୧, ୧୪ରୁ ୧, ୧୯ରୁ ୧, ୧ରୁ ୨, ୪ରୁ ୩, ୫ରୁ ୩, ୭ରୁ ୩, ୯ରୁ ୩,
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ମାସ୍କ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମାରୀ ସମୟରେ ମାସ୍କ ବ୍ୟବହାର କରି ସଂକ୍ରମଣକୁ ଅନେକାଂଶରେ ରୋକାଯାଇ ପାରିବ । ସହରରକୁ ସ୍ଵଛ ଓ ନିର୍ମଳ ରଖିବା ପାଇଁ ଦିନ ରାତି କାମ କରୁଥିବା ପୌର କର୍ମଚାରୀଙ୍କ ପାଇଁ ମାସ୍କ ବ୍ୟବହାର ଆହୁରି ଗୁରୁତ୍ୱପୂର୍ଣ୍ଣ । ଏହାକୁ ହୃଦୟଙ୍ଗମ କରି ନଅଗାଁର ପଲ୍ଲୀ
Read More...

ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ ପାଇଁ ପାଞ୍ଜି ଶ୍ରବଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପୂର୍ବ ପରମ୍ପରା ରୀତିନୀତି ଅନୁସାରେ ଚାଷୀମାନେ ପାଞ୍ଜି ଶ୍ରବଣ କରିଥାନ୍ତି ସେହି ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଜୁନ୍ ମାସ ମଧ୍ୟରେ ଚାଷ କାମ ଆରମ୍ଭକରିବା ପାଇଁ ପୂର୍ବରୁ ଚାଷୀମାନେ ଅକ୍ଷୟ ତୃତୀୟା ଦିନ ଧାନ ମଞ୍ଜି ମୁଠି ବୁଣିବା ପାଇଁ
Read More...