Daily Archives

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ପୁଣି ୩୨୯ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ : ୧୮,୧୨୫ ନୂଆ ଆକ୍ରାନ୍ତ ଚିହ୍ନଟ

ଲଖ୍‌ନଉ : ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୨୫ ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ଏବଂ କୋଭିଡ -୧୯ ସଂକ୍ରମଣ ହେତୁ ୩୨୯ ଜଣଙ୍କର ମୃତ୍ୟୁ ଘଟିଛି । ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ବୁଧବାର କହିଛନ୍ତି
Read More...

ଜ୍ୟୋତିର୍ବିଦ ପଣ୍ଡିତ ହରିହର ଦେବତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ପଦ୍ମପୁର ଉପଖଣ୍ଡରେ ଖ୍ୟାତି ଅର୍ଜନ କରିଥିବା ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମର ବିଶିଷ୍ଟ କବିରାଜ, ଜ୍ୟୋତିର୍ବିଦ ତଥା କର୍ମକାଣ୍ଡ ବିଶାରଦ ପଣ୍ଡିତ ହରିହର ଦେବତାଙ୍କ ୬୦ ବର୍ଷ ବୟସରେ ଆଜି କରୋନା ମହାମାରୀରେ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ
Read More...

ରକ୍ତ ଭଣ୍ଡାର ଅସ୍ଥାୟୀ କର୍ମଚାରୀମାନଙ୍କୁ ଅଣଦେଖା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ କିଛି ଅଭାବ ହେଉ ଅବା ନହେଉ ରକ୍ତର ଅଭାବ ବହୁ ମାତ୍ରାରେ ପରିଲକ୍ଷିତ ହେଉଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତ ଅଭାବକୁ ଦୂରକରିବା ପାଇଁ କିଛି ରକ୍ତ ଭଣ୍ଡାର କର୍ମଚାରୀ , ବିଭିନ୍ନ ସଙ୍ଗଠନ ଓ ଯୁବ ଗୋଷ୍ଠୀ
Read More...

କବିରାଜ ଦୁର୍ଯ୍ୟୋଧନ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଳକ ମାଣ୍ଡିଆଢିପା ନିବାସୀ ଦୁର୍ଯ୍ୟୋଧନ ସାହୁଙ୍କ ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଛି । ସ୍ୱର୍ଗତ ସାହୁ ଜଣେ ଅଞ୍ଚଳରେ କବିରାଜ ଓ ଗୀତିକାର ଭାବରେ ବେଶ ପରିଚିତ ଥିଲେ ଓ ନିଜ ଲିଖିତ ଗୀତ ରଚନା କରି
Read More...

କବିତା : ଇଟା କାଏଁ ସେ ମହାପ୍ରଲେଏ୍‌

ଶଶାଙ୍କ ଶେଖର ପଣ୍ଡା ବଡ଼ା ନିଠୁର ସମିଆଁ ଇ କରୋନା କାଲ୍‌ମାହାପୁରୁ ଗଲେ ଗୁଡ଼ି ଥିଗଁଭିରା ଭିତ୍‌ରେ ମୁହୁଁ ଉଲ୍‌ମେଇ ଦେଇଛେଇ’ ଅନ୍‌ମୁନ୍‌ଷିଆକଁର୍‌ ରାକସ୍‌ ଚଲନ୍‌ ଦେଖିକରିକୁଦେଇ କୁଦେଇ ପୁତେକର ଗାଗର୍‌କୁରି ଖାଉଛେ ଅଦୁରୁଶ୍‌ ପେତେନ୍‌ଧର୍‌ତୀ ମାତା ସଡ଼କ୍‌ଦମ୍‌ତାର୍‌ ଦିହିଁ କେ
Read More...

ପାନୀୟ ଜଳ ଓ ଜଳସେଚନ ପାଇଁ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ ବ୍ଲକ…

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଦେଇ ପ୍ରବାହିତ ହେଉଥିବା ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ବ୍ୟାରେଜ ନିର୍ମାଣ ପାଇଁ ଅର୍ଥ ଅନୁଦାନ ମଂଜୁର କରିବା
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଗରମ ଓ ଥଣ୍ଡାପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଗରମ ଓ ଥଣ୍ଡାପାଣି ବିତରଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ପାଇଁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ
Read More...

ଚାଲିଗଲେ ମାନସ ରଞ୍ଜନ ସାହୁ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଠି) : ପାରାଦ୍ୱୀପ ଇଷ୍ଟେଟ ବିଭାଗରେ କାର୍ୟ୍ୟରତ ମାନସ ରଞ୍ଜନ ସାହୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନୂଆବଜ଼ାର ସ୍ଥିତ ନିଜ ବାସଭବନରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଉପୁଯିବାରୁ ତାଙ୍କର ମୃତ୍ୟୁ ଘଟିଛି ।
Read More...

ଅମ୍ଳଜାନର ଅଭାବ : ଡାକ୍ତରଖାନାରେ ଚାରି ଘଣ୍ଟା ମଧ୍ୟରେ ୨୬ ଜଣଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାନଜୀ : ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ ରାଣେ ମଙ୍ଗଳବାର କହିଛନ୍ତି ଯେ, ସରକାରୀ ଗୋଆ ମେଡିକାଲ କଲେଜ ଏବଂ ହସପିଟାଲ (ଜିଏମଏଚ୍‌ସି)ରେ କରୋନା ଭୂତାଣୁ ସଂକ୍ରମଣରେ ୨୬ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ହାଇକୋର୍ଟଙ୍କ ତଦନ୍ତ ଦାବୀ କରିଛନ୍ତି । ସେ
Read More...

ଏବେ କୋରନା ଗାଁ ମୁହାଁ, ସ୍ଥିତି ଅସମ୍ଭାଳ : ଗାଁ ଗାଁରେ ଜ୍ଵର ଆରମ୍ଭ

ବୌଦ୍ଧ, (ମମତା ମହାକୁର) : ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ
Read More...