Daily Archives

ଷଡ଼ଯନ୍ତ୍ର କରି ଜମି ହଡ଼ପ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଷଡ଼ଯନ୍ତ୍ର କରି ଜମି ହଡ଼ପର ସାଙ୍ଘାତିକ ଅଭିଯୋଗ । ଭୁଆଁ ବୁଲେଇ ନିରୀହ ଜମିମାଲିକଙ୍କୁ ଠକି ଦେଲେ ଦଲାଲ । ଘଟଣାର ତିନି ଦିନ ପରେ ସବୁ କିଛି ଜଣାପଡ଼ିବା ପରେ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର, ହେଲେ ମିଳିଲାନି ନ୍ୟାୟ । ଦଲାଲଙ୍କ କୁଚକ୍ରାନ୍ତରେ ପଡ଼ି ଆଜି
Read More...

ଭୂମିକା ଆୟୋଜିତ ବିଷୁବୋତ୍ସବ-୨୦୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଭୂମିକା’ର ପ୍ରତିଷ୍ଠାତା ଛନ୍ଦାଚରଣଙ୍କ ସ୍ମରଣେ ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ପରିସରରେ ବିଷୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୂମିକାର ସଭାପତି ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ
Read More...

ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡ଼ିଆ ଭାଷା, ସାହିତ୍ୟ ଓ
Read More...

ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ମହା ବିଷୁବ ମିଳନ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ସମ୍ଭବ କଲେଜ ଧାନଘରା ଠାରେ ମହା ବିଷୁବ ମିଳନ ୨୦୨୬ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ.
Read More...

ଏପ୍ରିଲ୍ ୧୫, ୨୦୨୬ : ବିଶ୍ୱ କଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୨୦୧୯ରେ ୟୁନେସ୍କୋର ସାଧାରଣ ସମ୍ମିଳନୀର ୪୦ତମ ଅଧିବେଶନରେ "ବିଶ୍ଵ କଳା ଦିବସ", କଳାର ବିକାଶ, ବିସ୍ତାର ଏବଂ ଉପଭୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସବ ବୋଲି ଘୋଷଣା କରାଯାଇଥିଲା । କଳା ପୃଥିବୀର ସମସ୍ତ ଲୋକଙ୍କ ପାଇଁ ସୃଜନଶୀଳତା, ନବସୃଜନ
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକା “ଅନନ୍ୟା” ବିତରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକା "ଅନନ୍ୟା" ଯୁକ୍ତ ୨ରୁ ସ୍ନାତୋକୋତ୍ତରର ସମସ୍ତ କଳା ଓ ବିଜ୍ଞାନ ଛାତ୍ରୀଙ୍କୁ ବିତରଣ କରାଯାଇଥିଲା । ଏହି ବିତରଣ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ଛାତ୍ରୀମାନଙ୍କର
Read More...

ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମା' ପାଟଖଣ୍ଡା ସେବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସମଗ୍ର
Read More...

ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ସଦର ମହକୁମା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା କୋଶଲ କଳାମଣ୍ଡଳରୁ ବାହାରି ସହରର ବିଭିନ୍ନ ଅଂଚଳ ପରିକ୍ରମା
Read More...

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି : ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି କେନ୍ଦ୍ର…

ପ୍ରମୁଖ ବିନ୍ଦୁ• ୨୩ ମାର୍ଚ୍ଚ ୨୦୨୬ ପରଠାରୁ ୧୪.୩ ଲକ୍ଷରୁ ଅଧିକ - ୫ କିଲୋଗ୍ରାମ ବିଶିଷ୍ଟ ଏଫ୍‍ଟିଏଲ୍‍ ସିଲିଣ୍ଡର ବିକ୍ରି ହୋଇଛି• ମାର୍ଚ୍ଚ ୨୦୨୬ ପରଠାରୁ ପ୍ରାୟ ୪.୪୦ ଲକ୍ଷ ପିଏନ୍‍ଜି ସଂଯୋଗକୁ ଗ୍ୟାସ ପ୍ରଦାନ ହୋଇଛି; ନୂତନ ସଂଯୋଗ ପାଇଁ ଅତିରିକ୍ତ ୪.୮୮ ଲକ୍ଷ ଗ୍ରାହକ ପଞ୍ଜିକୃତ
Read More...

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

• ‘ଓଡ଼ିଆ ନବବର୍ଷ’ରେ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ - ଧର୍ମେନ୍ଦ୍ର ପ୍ରଧାନ• ପ୍ରାୟ ୧୦୮ କୋଟି ୩୩ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଉଦଘାଟନ ଏବଂ ୨୬୭ କୋଟି ୩ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ ସ୍ଥାନୀୟ
Read More...