ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ମଧୁସୂଦନ ସା
ତରଭା : (କେପିଏନ୍ଏସ୍) : ନିଜର ଅକ୍ଳାନ୍ତ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସୋନପୁର ଜିଲ୍ଲା ମେଣ୍ଡା ଗ୍ରାମର ମଧୁସୂଦନ ସା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଶ୍ରୁପଡା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ଯୋଗ ଦେଇଛନ୍ତି । ମଧୁସୂଦନ ପିଲାଟି ଦିନରୁ ମେଧାବୀ ଓ ପରିଶ୍ରମୀ ଛାତ୍ର ଥିଲେ ।!-->…
Read More...
Read More...