Daily Archives

ଗଞ୍ଜାମ ଜିଲ୍ଲାରେ ପାରମ୍ପାରିକ ଦଣ୍ଡନାଚ ଘୋଷଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍କଳୀୟ ଧର୍ମଧାରା ପର୍ବପର୍ବାଣୀ ଓ ଲୋକ ସଂସ୍କୃତି ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶାକ୍ତଧର୍ମର ପରମ୍ପରା ଦଣ୍ଡବିଧାନ ଯାତ୍ରା ଅନ୍ୟତମ ଆକର୍ଷଣୀୟ ଅଟେ । ଏହି ଦଣ୍ଡନାଚ ପୁରପଲ୍ଲୀରେ ବର୍ଣ୍ଣାଢ୍ୟ ସମାରୋହରେ ପବିତ୍ର ମେରୁ-ସଂକ୍ରାନ୍ତି
Read More...

ରୋଟାରୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀଙ୍କ ଛତ୍ରପୁର ରୋଟାରୀ କ୍ଲବ୍ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ରୋଟାରୀ କ୍ଲବକୁ ସୋମବାର ସନ୍ଧ୍ୟାରେ ଜିଲ୍ଲା ରୋଟାରୀ ଗଭର୍ଣ୍ଣର ପରିଦର୍ଶନ କରି କ୍ଲବର ବିଭିନ୍ନ ଆନୁଷଙ୍ଗିକ ଉନ୍ନତି ବିଧାନ ଉପରେ ଚିନ୍ତାପ୍ରକଟ କରିଛନ୍ତି । ଜିଲ୍ଲା ରୋଟାରୀ ଗଭର୍ଣ୍ଣର
Read More...

ଖପ୍ରାଖୋଲ-ଲାଠୋର ରାସ୍ତା ସମ୍ପ୍ରସାରଣରେ ନୂଆ ଦିଗ : ଉପମୁଖ୍ୟମନ୍ତ୍ରୀଙ୍କ ହସ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ଯାତାୟତ ବ୍ୟବସ୍ଥାକୁ ଆଧୁନିକ ଓ ସୁବିଧାଜନକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଖପ୍ରାଖୋଲ-ଲାଠୋର ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ବୁଧବାର ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

୧୬ ଏପ୍ରିଲ୍ ୨୦୨୬ : ହାତୀ ରକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରାଣୀ ଜଗତରେ ହାତୀମାନେ ସବୁଠାରୁ ଭଦ୍ର, ବିଶାଳକାୟ ସ୍ଥଳଚର ପ୍ରାଣୀ ଭାବରେ ଜଣାଶୁଣା । ହାତୀମାନେ ଭାବପ୍ରବଣ, ବୁଦ୍ଧିମାନ ଏବଂ ଜଙ୍ଗଲର ଶୋଭା ବର୍ଦ୍ଧନ କରନ୍ତି । କିନ୍ତୁ ଦୁଃଖର ବିଷୟ ଯେ ବିଭିନ୍ନ ବିପଦ ଯୋଗୁଁ ହାତୀଙ୍କ ସଂଖ୍ୟା ଦ୍ରୁତ ଗତିରେ
Read More...

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ୍

ଭିଡିଓ ବାର୍ତ୍ତାରେ କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀଠାରେ ଅର୍ବାନ ଚ୍ୟାଲେଞ୍ଜ୍ ଫଣ୍ଡ (ୟୁସିଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଓ ଋଣ ପରିଶୋଧ
Read More...

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ବିଜୟ କୁମାର ଚୌଧୁରୀ ଏବଂ ଶ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ
Read More...