Daily Archives

କରୋନାରେ ସଂକ୍ରମିତ ହେଲେ କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ

କେନ୍ଦୁଝର : କରୋନାରେ ସଂକ୍ରମିତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେବ ଜଣେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ତେବେ ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା
Read More...

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା ଆଜିଠୁ ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ତେବେ ଏହି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ । ଯାଞ୍ଚ ପରେ ଦଶମ ପରୀକ୍ଷାର୍ଥୀଙ୍କ ନମ୍ବର ଉଭୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମାଧ୍ୟମିକ ଶିକ୍ଷା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁୁ । ଟମାଟୋ – ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୬୦ ଟଙ୍କା, ଅଦା – ୪୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିନ୍‌ – ୬୦ ଟଙ୍କା,
Read More...

ଦେଓଗାଁରେ କାଳ ବୈଶାଖୀ ବର୍ଷାର ପ୍ରଭାବ : ମାତ୍ର ଘଣ୍ଟାଏରେ ଉଜୁଡ଼ି ଗଲା ଶହ ଶହ ଏକର ଡାଳୁଆ ଧାନ, ପନିପରିବା ଚାଷକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ସକାଳ ପ୍ରାୟ ସାଢ଼େ ଆଠଟାରେ ଦେଓଗାଁର ପଶ୍ଚିମ ଉତ୍ତର ଦିଗରୁ ଉଠିଳା ମେଘ । କିଛି ସମୟ ମଧ୍ୟରେ ଆରମ୍ଭ ହେଲା ପବନ ସହ ବର୍ଷା । ଯଦିଓ କିଛି ଦିନ ହେଲା ଖରା ଯୋଗୁଁ ଆଉଟୁ ପାଉଟୁ ଲାଗୁଥିଲା ବର୍ଷା ହେବା ପରେ ଭଲ ଲାଗିବ ବୋଲି ଲୋକଙ୍କ ମନରେ ଖୁସି ଆସୁଥିଲା
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଛେଳି ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ତୁର୍ଲା ଗାଁର ଅର୍ଜୁନ ବାରିହାଙ୍କ ଛେଳି ବର୍ଷା ସମୟରେ ମଧ୍ୟାହ୍ନରେ ଘରକୁ ଆଣୁଥିବା ବେଳେ ଗାଁ ମୁଣ୍ଡରେ
Read More...

ଶୁଭେନ୍ଦୁ କୁମାର ସାହୁ ନୂତନ ଗଞ୍ଜାମ ଥାନା ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥାପିତ ଗଞ୍ଜାମ ସହର ଥାନାର ନୂତନ ଥାନା ଅଧିକାରୀ /ଆଇଆଇସି ଭାବେ ଶୁଭେନ୍ଦୁ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବା ସହ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁ
Read More...

ଗତକାଲି ଗୋଟିଏ ଦିନରେ ଘୁନସରରେ ୫ ଜଣଙ୍କ ମୃତ୍ୟୁ, ସଇଁନ୍ତଲା ବ୍ଲକରେ କାୟା ବିସ୍ତାର କରୁଛି କରୋନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୫ ତାରିଖରୁ ଲକ୍‌ଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ହେଉନାହିିଁ । ଜନସାଧାରଣ ମଧ୍ୟରେ ଏକ
Read More...

ବିଶ୍ୱର ସର୍ବାଧିକ ଟୀକାକରଣ ଦେଶ ସେଚେଲ୍ସରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସଂଧାନ…

ସେଚେଲ୍ସ : ବିଶ୍ୱର ସର୍ବବୃହତ କରୋନା ଟୀକା ପ୍ରୟୋଗ କରିଥିବା ଆଫ୍ରିକୀୟ ଦେଶ ସେଚେଲ୍ସରେ ମେ ୭ରେ ଶେଷ ହୋଇଥିବା ସପ୍ତାହରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ସେଚେଲ୍ସର ଏହି ଭୟାନକ ପରିସଂଖ୍ୟାନ କୋଭିଡ -୧୯ ଟୀକା ପୃଥିବୀର କେତେକ ସ୍ଥାନରେ କରୋନା ଭୂତାଣୁ ନଷ୍ଟ
Read More...

ରାଜ୍ୟରେ ପୁଣି ଦିନକରେ ପାଖାପାଖି ୧୧ ହଜାର ସଂକ୍ରମଣ ସଂଖ୍ୟା : ଖୋର୍ଦ୍ଧା ଜିଲ୍ଲାରେ ୧୫୩୯, ସୁନ୍ଦରଗଡ଼ ଜିଲ୍ଲାରେ ୯୬୪…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ଦିନକରେ ପାଖାପାଖି ୧୧ ହଜାରକୁ ପହଂଚିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୮,୨୩୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୪୯ ଜଣ
Read More...