om academy

ଏବେ କୋରନା ଗାଁ ମୁହାଁ, ସ୍ଥିତି ଅସମ୍ଭାଳ : ଗାଁ ଗାଁରେ ଜ୍ଵର ଆରମ୍ଭ

jsm

ବୌଦ୍ଧ, (ମମତା ମହାକୁର) : ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତ ଛତନିଆକଟା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମରୁ ୧ ଜଣ, ବଲାସିଙ୍ଗା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥପୁର୍‌ ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମରୁ ୩ ଜଣ, ବ୍ରିଜଛକରୁ ୩ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ଭୁକ୍ତାପଡା ଗ୍ରାମରୁ ୧ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଥପାପାଲି ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଗୋରା ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ ଗ୍ରାମରୁ ୨ ଜଣ, ଜହ୍ନାପଙ୍କ ଗ୍ରାମରୁ ୨ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରୟଣ ନଗର ଗ୍ରାମରୁ ୧ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ଜମତାଙ୍ଗୀ ଗ୍ରାମରୁ ୨ ଜଣ, ଷାଣ୍ଢପାଲି ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ଖମାରୀପଡା ଗ୍ରାମରୁ ୨ ଜଣ, ମୁର୍ଶୁଣ୍ଡି ଗ୍ରାମ ପଞ୍ଚାୟତ ତେତେଲେଙ୍ଗା ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଡି ଗ୍ରାମରୁ ୧ ଜଣ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍‌ ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ କମଳପୁର୍‌ ଗ୍ରାମରୁ ୧ ଜଣ, ଧୁଡୁରୁବାହାଲ୍‌ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୨ ଜଣ, ଟାଙ୍ଗରପାଲି ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର୍‌ ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୨ ଜଣ, ଛତ୍ରଙ୍ଗ ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ ୬ ଜଣ, ବୁକେସିଙ୍ଗା ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ କରଞ୍ଜ କଟା ଗ୍ରାମରୁ ୬ ଜଣ, ତୁକୁଲୁଣ୍ଡା ଗ୍ରାମରୁ ୧୧ ଜଣ, ଲୁଣିବାହାଲ୍‌ ଗ୍ରାମରୁ ୧ ଜଣ, ଲଇଗାଆଁ ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ କାନପୁର୍‌ ଗ୍ରାମରୁ ୨ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ପୁରୁଣା କଟକରୁ ୪ ଜଣ, ସାଲକଟା ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମରୁ ୧ ଜଣ ଏବେ ଗାଁ ମାନଙ୍କରେ ସ୍ଥିତି ଅସମ୍ଭାଳ ହୋଇ ଗଲାଣି । ବିଭିନ୍ନ ଲୋକଙ୍କୁ ଜ୍ଵର ଆରମ୍ଭ ହେଲାଣି । କିଛି ଲୋକ କ୍ୱାକ ମାନଙ୍କ ହାତରେ ସିକିତ୍ସଆ ହେଉଥିବା ଦେଖା ଦେଇଥିବା ବେଳେ ।ଏବେ ସାମାଜିକ ଦୂରତା କୁ ଲୋକେ ଗାଁରେ ଫୁ କରିଦେଲେଣି । ଅନେକଙ୍କ ଜୀଵନ ମଧ୍ୟ ଚାଲିଗଲାଣି । ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଗଲାଣି । ଗାଁ ପ୍ରତି ଧ୍ୟାନ ନଦେଲେ ଆଗକୁ କଣ ହେବ କିଏ କହିବ ??

Leave A Reply

Your email address will not be published.