Browsing Tag

boudh news

ଗଛତଳେ ରହିବା ହେଲା କାଳ, ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ

ବୌଦ୍ଧ, (କେପିଏନ୍‌ଏସ୍‌) : ବର୍ଷା ସମୟରେ ଗଛତଳେ ରହିବା ହେଲା କାଳ । ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ୍ୟୁ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତର ଝାଙ୍କରପଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି । ବଜ୍ରାଘାତରେ ଦୁଇଜଣ ନାବାଳକଙ୍କର ଅକାଳ ବିୟୋଗ ହୋଇଛି,
Read More...

ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ ପ୍ରଶାସନିକ ଧାନ କିଣା ବ୍ୟବସ୍ଥା ରହିଥିବା ବେଳେ ମଣ୍ଡିରେ ଶହ ଶହ କୁଇଂଟାଲ ଧାନ ପଡିରହିଥିବା ଜଣାପଡ଼ିଛି । ପ୍ରାୟ ୨୮୦ ଜଣ ଚାଷୀଙ୍କ ପାଖାପାଖି ୧୧ ହଜାର
Read More...

ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ

ବୌଦ୍ଧ : ବୌଦ୍ଧ ଥାନା ବାଘପାଲି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ବାଘପାଲି ଗ୍ରାମର ଦୀନବନ୍ଧୁ ମେହେର ଚୋରାରେ ଗ୍ରାମରେ ମଦ ବିକ୍ରି କରୁଥିବା ବେଳେ ଗ୍ରାମର ଭାଗିରଥୀ ଭୋଇ ଏବଂ ତାଙ୍କର ଆଉ ଜଣେ ସହଯୋଗୀ ବିରୋଧ
Read More...

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ହରଭଙ୍ଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

ବୌଦ୍ଧ, (କେପିଏନ୍‌ଏସ୍‌) : ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟର ତଦାରଖ ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ କରିଛନ୍ତି ଅନୁ ଗର୍ଗ । ବୁଧବାର ଅପରାହ୍ନରେ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗସ୍ତ କରି ସେଠାରେ ନିର୍ମାଣଧୀନ
Read More...

ବୌଦ୍ଧ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

୭ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ବୌଦ୍ଧ, (କେପିଏନ୍‌ଏସ୍‌) : ସୁସ୍ଥ ସମାଜ ସୃଷ୍ଟି ପାଇଁ ସତ୍ୟ ଏବଂ ନିରପେକ୍ଷ ଖବର ପରିବେଷଣ କରିବା ହେଉଛି ସାମ୍ବାଦିକ ମାନଙ୍କର କର୍ତ୍ତବ୍ୟ ବୋଲି ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ
Read More...

ଏଫ୍ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ପ୍ରତିବାଦ : ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ବୌଦ୍ଧ : ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା ନେଇ ସାରା ରାଜ୍ୟରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଂଗ୍ରେସର ଛାମୁଆ ନେତାମାନେ ଏହି ବନ୍ଦ ପାଳନରେ ସାମିଲ
Read More...

ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

ବୌଦ୍ଧ : ବୌଦ୍ଧ ଥାନା ଖୁଣ୍ଟବନ୍ଧ ନିକଟରେ ଶନିବାର ଦିନ ପ୍ରାୟ ୧୧ ଟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସିଦ୍ଧେଶ୍ୱର ରାଓ ଆହତ ହୋଇଛନ୍ତି । ସୂଚନା ମୁତାବକ, ତେଲେଙ୍ଗାନା ରାଜ୍ୟରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ବୌଦ୍ଧ ଆସୁଥିବା ବେଳେ
Read More...

ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ ; ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ କେଲେ ଉଦଘାଟନ

ବୌଦ୍ଧ : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ପୁରୁଣା କଟକ ପର୍ଯ୍ୟନ୍ତ ଶେଷ ହୋଇଛି । ଆଜି ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ । ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଲେ ଏହାର
Read More...

ଡକାୟତି ଉଦ୍ୟମ : ୩ ଗିରଫ, ବାଇକ ସହ ଅନେକ ମାରଣାସ୍ତ୍ର ଜବତ

ବୌଦ୍ଧ, (କେପିଏନ୍‌ଏସ୍‌) : ଘଣ୍ଟାପଡ଼ା ଥାନା ଅଞ୍ଚଳ ପାଇଁ ମୁଣ୍ଡବ୍ୟଥା ସାଜିଛି ଗମନାଗମନ ଅବ୍ୟବସ୍ଥା । ଘଣ୍ଟାପଡ଼ା-ବସାସଙ୍କର ତେଲ ନଦୀ ସେତୁ ଓ ଫାସେଡ଼-ଗୌଡଗୋଠ ତେଲ ନଦୀ ସେତୁ ଯୋଗୁଁ ଉକ୍ତ ଅଞ୍ଚଳରେ ପ୍ରାୟତଃ ଲୁଟ, ଡିକାୟତି, ଚୋରି, ଅସାମାଜିକ କାର୍ଯ୍ୟ, ନିଶା କାରବାରରେ ପଡ଼ୋଶୀ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣା : ସ୍ଥିତି ପରିଦର୍ଶନରେ ଗଲେ ପିସିସି ସଭାପତି

ବୌଦ୍ଧ : ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍‌ରେ ସୋମବାର ଘଟିଛି ବଡ଼ ଅଘଟଣ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଆଡ଼େଣୀଗଡ଼ଠାରେ ୪ ନମ୍ବର ଟନେଲର ଉପରି ଭାଗ ମାଟି ଭୁଶୁଡ଼ି ପଡ଼ିଛି । ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନରେ ଯାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହିତ
Read More...