Browsing Tag

boudh news

ବ୍ରିଜ୍‌ରୁ ଡେଇଁଲେ ଛାତ୍ରୀ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳର ମହାନଦୀ ବ୍ରିଜ୍‌ରେ ସାଇକେଲ ରଖି ନଦୀକୁ ଡେଇଁଲେ କଲେଜ ଛାତ୍ରୀ । ମଡେଲ ଡିଗ୍ରୀ କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ପ୍ରାୟ ୧ କି.ମି. ପରେ ଜୀବନ୍ତ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ
Read More...

ବୌଦ୍ଧ ଜିଲ୍ଲା ବୁଢାଖୋଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବୁଢାଖୋଲ ଓ ମାତାକୃପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ଏସ୍‌ଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ହେଲେ ଏହି ସମୟରେ ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯାହାର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ତେବେ
Read More...

ବାଘ ଛାଲ ଜବତ, ୨ ଗିରଫ

ବୌଦ୍ଧ : ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିରରୁ ବନବିଭାଗର ଏକ ଟିମ୍‌ ଏହି ବାଘ ଛାଲକୁ ଜବତ କରିଛି । ଖବର ଅନୁଯାୟୀ, ତୁଷୁରା ଥାନା ଅଞ୍ଚଳରେ ଚିତାବାଘ ଛାଲ ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା
Read More...

ପୋଲିସ ଏଏସ୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ

ବୌଦ୍ଧ : ପୋଲିସ ଏଏସ୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ମିଳିଛି । ଅପହରଣକାରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଏଏସ୍‌ଆଇ । ଗୁରୁତର ଏଏସ୍‌ଆଇ ମନମୁଣ୍ଡା ଥାନାର କୁମୁଦ ଭୋଇ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, କୁମୁଦ ଭୋଇ ମନମୁଣ୍ଡା ଥାନାର ୧୧୨ ସହାୟତା ଗାଡି
Read More...

କୁହୁଡି ଯୋଗୁଁ ଦୁର୍ଘଟଣା

ବୌଦ୍ଧ : ଘନ କୁହୁଡି ଯୋଗୁଁ କାର୍ ଦୁର୍ଘଟଣାଗ୍ରସ୍ତ । କାର୍‌କୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର୍‌ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘଐ ୫୭ ମହେଶ୍ୱରପିଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । କାର୍‌ରେ ଥିବା ୫ ଯାତ୍ରୀ ଆହତ ସୂଚନା । ଆହତ ଯାତ୍ରୀ ସୋନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Read More...

ବୌଦ୍ଧ ଜିଲ୍ଲାରେ ପୁଣି ମାଓ ପୋଷ୍ଟର୍‌

ବୌଦ୍ଧ : ମଙ୍ଗଳବାର ସକାଳେ ମନମୁଣ୍ଡା ଥାନା ତିଲପଙ୍ଗା ଗାଁ ନଳକୂଅରେ ପୁଣି ମାଓ ପୋଷ୍ଟର୍‌ ଲାଗିଥିବା ଦେଖା ଯାଇଛି । ପୋଷ୍ଟର୍‌ରେ ଗଞ୍ଜେଇ ଚାଷକୁ ବିରୋଧ କରାଯାଇଛି । ବୌଦ୍ଧ ଓ କନ୍ଧମାଳରେ ଗଞ୍ଜେଇ ଚାଷ କଲେ କିମ୍ବା ପ୍ରୋତ୍ସାହନ ଦେଲେ କଡ଼ା ଦଣ୍ଡ ଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି ।
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଉଁଶୁଣି ଥାନା ଏସ୍‌ଆଇ

ବୌଦ୍ଧ : ବୌଦ୍ଧ ପୁଲିସ ବିଭାଗରେ ପୁଣି ଲାଂଚ କଳଙ୍କର ଛିଟା ଲାଗିଛି । ଚାଲାକି କରି ହାତାହାତି ଟଙ୍କା ନନେଇ ଫୋନ୍‌ ପେ’ ମାଧ୍ୟମରେ ୧୫ ହଜାର ଟଙ୍କା ଲାଞ୍ଚଚ ନେଇ ଧରାପଡିଛନ୍ତି ବାଉଁଶୁଣି ଥାନା ଏସ୍‌ଆଇ ବିକ୍ରମ କିଶୋର ଦେହୁରୀ । ମିଳିଥିବା ସୂଚନା ଅନୁସାରେ ବବଡା ଗ୍ରାମର କରୁଣାକର ନାଏକ ଏକ
Read More...

ବୌଦ୍ଧରେ ଭିଜିଲାନ୍ସ ସଚେତନତା ସପ୍ତାହ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଭିଜିଲାନସ ସଚେତନତା ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାହ ଅକ୍ଟୋବର ୩୦ରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସାରା
Read More...

ଆରମ୍ଭ ହେଲା ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଷୋହଳ ପୂଜା

ବୌଦ୍ଧ : ବୌଦ୍ଧର ଇଷ୍ଟଦେବୀ ମା' ଭୈରବୀଙ୍କ ପୀଠରେ ଆଜି ମଧ୍ୟରାତ୍ର ଠାରୁ ଆରମ୍ଭ ହେଲା ଷୋହଳପୂଜା । ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜା ୧୬ଦିନ ଧରି ଚାଲିବ । ବିଳମ୍ବିତ ରାତ୍ରିରେ ମା' ଭୈରବୀଙ୍କ ଗୁପ୍ତପୂଜା ଅନୁଷ୍ଠିତ ହୋଇଥାଏ । ବୌଦ୍ଧ ଜିଲ୍ଲାର ପୁରୁଣାକଟକସ୍ଥିତ ମା' ଭୈରବୀଙ୍କୁ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କିଆକଟା ଥାନା ଏଏସ୍‌ଆଇ

ବୌଦ୍ଧ : ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସ୍‌ଆଇ ନବୀନ କୁମାର ଶତପଥୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ସୂଚନାନୁଯାୟୀ, କିଆକଟା ଥାନା ଏଏସ୍‌ଆଇ ନବୀନ କୁମାର ଶତପଥୀ ପାରିବାରିକ କେସ୍‌କୁ ରଫାଦଫା କରିବା ପାଇଁ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କୁ
Read More...