ଚୋରି ହୋଇଥିବା ପାଣି ମୋଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ : ୩ ଅଭିଯୁକ୍ତ ଗିରଫ
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ନଜରକୁ ଆସୁଛି । ଚୋର ଚାଲାକି ସହିତ ଚୋରି କରି ଫେରାର ମାରୁଛି ଏବଂ ଥାନାରେ ହୋଇଥିବା ଏତଲା ଅନୁଯାୟୀ ପୋଲିସ ତଦନ୍ତ ଜାରି କରି ଆସୁଛି । ସେହିଭଳି ଗତ ୫ ତାରିଖ ଦିନ ବୁରୁବୁଡ଼ା ସ୍କୁଲ ପରିସରରୁ!-->…
Read More...
Read More...