Daily Archives

ଧାନ ଚାଷ ପରବର୍ତ୍ତୀ ଫସଲ ପରିଚାଳନା କ୍ଷେତ୍ର ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ୍ ସାଉନ୍ତପୁର ପଞ୍ଚାୟତ ଅନ୍ତର୍ଗତ ସିକାବେହେଙ୍ଗା ଓ ଛତାମଖନା ପଞ୍ଚାୟତର ଲାଦେରବାହାଲ ଗାଁରେ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ
Read More...

ବାବା କଞ୍ଚନେଶ୍ଵର ମହାଦେବଙ୍କ ପ୍ରସିଦ୍ଧ ଚଡ଼କ ପର୍ବ ଉଦଯାପିତ

ଭୋଗରାଇ, (କେପିଏନଏସ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦ ପିପଳ ପଞ୍ଚାୟତ ଅଧିନ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ଵର ପୀଠରେ ଚାଲିଥିବା ଚଡ଼କ ମେଳା ଗୁରୁବାର ମହାଆଡମ୍ବରର ସହ ଉଦଯାପିତ ହୋଇଯାଇଛି । ୧୨ ଦିନ ବ୍ୟାପି ଚାଲିଥିବା ଚଡ଼କ ମେଳାର ମୁଖ୍ୟ ପାଟପର୍ବରେ ଶତାଧିକ ଶ୍ରଦ୍ଧାଳୁଙ୍କ
Read More...

ରେଳ ମନ୍ତ୍ରଣାଳୟ ମଜବୁତ ଟ୍ରାକ୍, ଉନ୍ନତ ରକ୍ଷଣାବେକ୍ଷଣ ଏବଂ ଆଧୁନିକ ମନିଟରିଂ ବ୍ୟବସ୍ଥା

ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହିତ ଯାତ୍ରୀଙ୍କ ବିଶ୍ୱାସ ଅର୍ଜନ କରିବବ୍ୟବସ୍ଥିତ ପରିବର୍ତ୍ତନ ଦ୍ୱାରା ପରିଚାଳିତ ।"ସୁରକ୍ଷା ହେଉଛି ଜନସାଧାରଣଙ୍କ ବିଶ୍ୱାସର ବିଷୟ, ବୈଷୟିକ ମାପକ ନୁହେଁ": ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର, (ପିଆଇବି) : ରେଳ କ୍ଷତି ୯୨% ହ୍ରାସ ପାଇଛି,
Read More...

ମହିଳାଙ୍କ ପ୍ରତି ଅସଦାଚରଣ ତଥା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗାଈଗୋରୁଙ୍କୁ ବିଲରୁ ଘଉଡାଇବା ଭଳି ଏକ ସାମାନ୍ୟ ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ କରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ
Read More...

ସିଆର୍‌ସିସିଙ୍କ ମନମୁଖୀ ଶାସନ : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ ବାରେଶ୍ୱର ମନ୍ଦିର ପାର୍ଶ୍ୱରେ ଅଫିସରରାଜ୍ ଚାଲିଥିବା ସାଧାରଣରେ ଅଭିଯୋଗ ହୋଇଛି । ଉକ୍ତ ଫଟୋ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଛି । ଜନୈକ ସିଆର୍‌ସିସି ନିଜେ ଅବସ୍ଥାପିତ ଥିବା ସ୍କୁଲ୍‌କୁ
Read More...

କୁଟାସିଂହା ଅଙ୍ଗନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ କେବେ ?

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ଜୀବନ ଜୀବିକା କୁହାଯାଉଥିବା ଅଙ୍ଗନଦୀ ଖରା ପୂର୍ବରୁ ଶୁଖିଲା ପଡିଛି । ଦଶନ୍ଧି ପୂର୍ବେ ବର୍ଷ ତମାମ ନଦୀରେ ଧାର ବୋହୁଥିଲା । ଫଳରେ ଆଗଲପୁର ବ୍ଲକର ୩୫ଟି ଗାଁରୁ ଅଧିକ ଓ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୧୫ଟି ଗାଁକୁ ଚାଷ ଓ ପିଇବା
Read More...