ବସତଳକୁ ପଶିଗଲା ବାଇକ : ଘଟଣା ସ୍ଥଳରେ ବାଇକ ଅରୋହୀ ମୃତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଭିତରେ ପୁଣି ଦୁର୍ଘଟଣା । ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଘଟିଛି ଦୁର୍ଘଟଣା । ବସତଳକୁ ପଶିଗଲା ବାଇକ । ଘଟଣା ସ୍ଥଳରେ ବାଇକ ଅରୋହୀ ମୃତ । ଯୁବକ ଜଣକଙ୍କ ପରିଚୟ ଜଣାପଡି ନଥିବା ବେଳେ ଫୋନ ନମ୍ବରରୁ ତାଙ୍କ ନା ରାଜ ୟାଦବ ବୋଲି!-->…
Read More...
Read More...