Daily Archives

କନ୍ଧମାଳ ପ୍ରସିଦ୍ଧ ମା’ ନାରାୟଣୀଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ପରମ୍ପରା ଅନୁଯାୟୀ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀ ଶ୍ରୀ ମା' ନାରାୟଣୀ ଠାକୁରାଣୀଙ୍କ ୨୭ତମ ଯାତ୍ରାର ଶୁଭଖୁଣ୍ଟି ମା'ଙ୍କ ହାଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥି ନିମନ୍ତେ ପ୍ରଥମେ
Read More...

ବାବା ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଆମ୍ବେଦକର ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଡା. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ
Read More...

ବଲାଙ୍ଗିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ବଲାଙ୍ଗିର ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପୂର୍ବାହ୍ନ ୦୭.୩୦ରେ ଜିଲ୍ଲାପାଳଙ୍କ
Read More...

ଟିଟିଲାଗଡରେ ଡଃ. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୁମଧାମରେ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆମ ଦେଶର ମହାପୁରୁଷ ରାଷ୍ଟ୍ରନାୟକ ତଥା ଅର୍ଥନୈତିକ ସମାଜ ସଂସ୍କାରକ ତଥା ସମ୍ବିଧାନର ନିର୍ମାତା ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅବସରରେ ଟିଟିଲାଗଡ ଛକୋର ଗଙ୍ଗା ଘାସି ମହସମାଜ ତରଫରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ
Read More...

ସଇଁତଲା ସହରରେ ବାବାସାହେବଙ୍କ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୁମଧାମର ସହ ପାଳନ କରାଯାଇଛି । ସ୍ଥାନୀୟ ଯୁବକ ଓ ଯୁବତୀମାନେ ନାଚଗୀତରେ ମସଗୁଲ ହୋଇ ସହର ପରିକ୍ରମା କରିବା ପରେ ବରାହମାଲ ଗାଁକୁ ପହଞ୍ଚି ଏହି ଅବସରକୁ ଉତ୍ସବମୁଖର ଭାବେ
Read More...

ଡଃ. ବି. ଆର୍‌. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଅବସରରେ ମୁସଲିମ ସମାଜ ପକ୍ଷରୁ ସରବତ ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ସମ୍ବିଧାନ ପ୍ରଣେତା ଡଃ. ବି. ଆର୍‌. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଏବଂ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମଗ୍ର ସହରରେ ଉତ୍ସାହ,
Read More...

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକଙ୍କ ଜନ୍ମଦିନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ପ୍ରଣେତା ବିଶ୍ୱ ରତ୍ନ ଡଃ. ଭୀମ ରାଓ ଆମ୍ବେଦକରଙ୍କ ପବିତ୍ର ଜନ୍ମ ଦିବସରେ ଡି.ବି.ଏଫ୍‌. ଫାଉଣ୍ଡେସନ ସାଲେପାଲିର ସଭାପତି ପାଣ୍ଡବ ଚରଣ କୁମ୍ଭାରଙ୍କ ସଭାପତିତ୍ୱରେ ଫାଉଣ୍ଡେସନର ସାଧାରଣ ସଂପାଦକ ଆକାଶ ସାଗଙ୍କ ନେତୃତ୍ୱରେ ଅଗଣିତ ଆମ୍ବେଦକର
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସେମିନାର ସହିତ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଜି ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ଏକ ଦିନିକିଆ ସେମିନାର ସହିତ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ କରିଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ବିଭୂତି ଭୂଷଣ ମଲ୍ଲିକ, ଡକ୍ଟର ପ୍ରତାପ କୁମାର ଦାଶ
Read More...

ଓଡ଼ିଆ ପକ୍ଷ ଅବସରରେ “ପାରମ୍ପରିକ ଖାଦ୍ୟ ପାଇଁ ଦିନଟିଏ – ଆମ ରୁଚି, ଆମ ଖାଦ୍ୟ” ପାଳିତ

-ନାରୀ ଶକ୍ତି ବନ୍ଦନ ଅଧିନିୟମ -ନୂତନ ଯୁଗର ଆରମ୍ଭ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଆ ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପରିଧାନ ଓ ପାରମ୍ପରିକ ଖାଦ୍ୟର ଉତ୍କର୍ଷତା ପ୍ରତିପାଦନ ପୂର୍ବନ ଏହାକୁ ସୁରକ୍ଷିତ ରଖିବା ଓ ଅଧିକ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଓଡିଶା
Read More...

କୋଟିଆରେ ଶିଶୁ ସାହିତ୍ୟିକଙ୍କ ଦ୍ଵାରା ଓଡିଆ ଶିଶୁ ପତ୍ରିକା ବଣ୍ଟନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମାତୃଭୂମି ଓ ମାତୃଭାଷା ପରିବାରର ମିଳିତ ସହଯୋଗରେ ତିନିଦିନ ଧରି ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଏବଂ ସାରସ୍ଵତ ଆସର କୋରାପୁଟ ଜିଲ୍ଲାର କୋଟିଆଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ତଥା ଆନ୍ଧ୍ର
Read More...