Daily Archives

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସ୍ଥାପିତ ନୂଆ ଏମ୍ସଗୁଡିକ ରାଜ୍ୟଗୁଡିକରେ ଉନ୍ନତ କୋଭିଡ ସେବା ଯୋଗାଉଛି

କୋଭିଡ ସଙ୍କଟ ବେଳେ ତୃତୀୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରୁଛିଜଟିଳ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଚିକିତ୍ସା ଉପଲବ୍ଧ ରହିଛି ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବା ଓ ଉନ୍ନତମାନର ତୃତୀୟକ ଡାକ୍ତରଖାନାର ଆବଶ୍ୟକତା ପୂରଣ
Read More...

ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ନୂଆ ମାମଲାକୁ ପଛରେ ପକାଇଲା ଦୈନିକ ଆରୋଗ୍ୟ ସଂଖ୍ୟା

ଲଗାତର ତିନିଦିନ ହେଲା ଦୈନିକ ନୂଆ ମାମଲା ୩ ଲକ୍ଷଠାରୁ କମଗତ ୨୪ ଘଣ୍ଟାରେ ସର୍ବାଧିକ ୨୦ ଲକ୍ଷ ନମୁନା ପରୀକ୍ଷା ହୋଇଛି, ଯାହା ଏକ ବିଶ୍ୱ ରେକର୍ଡଦୈନିକ ପଜିଟିଭ ହାର ୧୩.୩୧%କୁ ଖସିଲାଏ ପର୍ୟ୍ୟନ୍ତ ୧୮-୪୪ ବୟସ ବର୍ଗର ୬୪ ଲକ୍ଷରୁ ଅଧିକ ହିତାଧିକାରୀ ନେଲେଣି କରୋନା ଟିକା ନୂଆଦିଲ୍ଲୀ,
Read More...

ଗୁଜରାଟର ବାତ୍ୟା ତାଉତେ କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ଦେଖିଲେ ପ୍ରଧାନମନ୍ତ୍ରୀ

• ରାଜ୍ୟରେ ରିଲିଫ କାର୍ୟ୍ୟର ଅଗ୍ରଗତି ବୁଝିଲେ ପ୍ରଧାନମନ୍ତ୍ରୀ• ଗୁଜରାଟବାସୀଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ• ରାଜ୍ୟରେ ତୁରନ୍ତ ରିଲିଫ କାର୍ୟ୍ୟ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା• କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ପଠାଇବେ
Read More...

ଟିକା ଯୋଗାଣ ସମ୍ପର୍କୀତ ଆଗୁଆ ସୂଚନା ଦେଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ୟ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କୀତ ତଥ୍ୟ ଆଗୁଆ ଦେଇଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ
Read More...

ସରକାରଙ୍କ ଐତିହାସିକ ଚାଷୀ ଅନୁକୂଳ ପଦକ୍ଷେପ : ସାର ସବସିଡି ବୃଦ୍ଧି

• ଡିଏପି ସାର ଉପରେ ସବସିଡି ପରିମାଣ ୧୪୦% ବଢ଼ିଲା• ଡିଏପି ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାର ସବସିଡି ପାଇବେ ଚାଷୀ• ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ• ଏହି ସବସିଡି ବାବଦରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ
Read More...

୪୦୦ଜଣଙ୍କୁ ପ୍ରଥମ ଡୋଜ କରୋନା ଟୀକା ଦିଆଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ ଠାରେ ମଙ୍ଗଳବାର ଦିନ ମହାମାରୀ କରୋନା ପାଇଁ ପ୍ରଥମ ଡୋଜ ଟୀକା ୪୦୦ ଜଣକୁ ପ୍ରଦାନ କରାଯାଇଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିରେ ବ୍ଲକ ବିଦ୍ୟୁତ କର୍ମଚାରୀ ୯ଜଣ ଓ
Read More...

ଦେଓଗାଁ ବ୍ଲକରେ ୩୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୪ଜଣଙ୍କ ମଧ୍ୟରୁ ସର୍ବାଧିକ ବଡବନ୍ଧ ପଞ୍ଚାୟତରେ ୧୦ଜଣ, ଉଡ଼ାର ୬, ଦେଓଗାଁ ଓ ଜରାସିଂହା ପଞ୍ଚାୟତରେ ୪ଜଣ ଲେଖାଏଁ,
Read More...

ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ରେ ପହଂଚିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ଦିନ ୧୧ ଜଣ ପଜେଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ରେ ପହଂଚିଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
Read More...

ସଇଁନ୍ତଲା ଡାକ୍ତରଖାନାରେ କରୋନା କଟକଣା ଫୁ : କୋଭିଡ଼ ପରୀକ୍ଷା ପାଇଁ ଲମ୍ବା ଲାଇନ, ସଂକ୍ରମଣ ବୃଦ୍ଧି ଆଶଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ଵିତୀୟ ଲହରିରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ଅନେକ ସଙ୍ଗଠନ ପକ୍ଷରୁ ସଚେତନତା କରିବା ସହ ରାଜ୍ୟ ସରକାର ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ହେଲେ ଲୋକଙ୍କୁ ସଚେତନତା ଅଭାବରୁ ଦିନକୁ ଦିନ
Read More...

ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଛତ୍ରପୁର ସହରାଞ୍ଚଳରେ ଚିହ୍ନଟ ହୋଇଥିବା ଗରୀବ ଭୋକିଲା ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଜିଲ୍ଲା-ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ
Read More...