Daily Archives

ଯୁବ ବିଜେଡ଼ି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ଯୁବ ନେତା ଚିନ୍ମୟ ସାହୁ ଏବଂ ଅଶ୍ୱିନ ସାହୁଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତାଭାବ ଦୂର କରିବା ପାଇଁ
Read More...

ବାଲେଶ୍ଵର ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ରିଲିଫ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମୁଦ୍ରିକବାତ୍ୟା 'ୟସ 'ର ବ୍ୟାପକ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପରିମାଣର ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ବାତ୍ୟାପ୍ରପୀଡ଼ିତ ଲୋକଙ୍କ ନିମନ୍ତେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ରାସନ ଅବା ଶୁଖିଲା
Read More...

ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା : ଡ଼ାକ୍ତରୀ ସରଞ୍ଜାମ ଓ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକ ଡ଼ାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଯେହେତୁ ରାଜ୍ୟ ସରକାରଙ୍କ
Read More...

ଡେଲାଙ୍ଗ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରୁ୧୩୪୮ଜଣ ସ୍ୱ ଘରକୁ ଫେରିଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକର ୨୧ଟି ଗ୍ରାମ ପଞ୍ଚାୟତର ୨୬ଟି ସ୍ଥାନରେ ୧୩୪୮ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଣାଯାଇ ରଖାଯାଇଥିଲା । ଆଜି ରନ୍ଧା ଓ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥିଲା,
Read More...

ଦେଓଗାଁ ବ୍ଲକରେ ଆଜି ପୁଣି ୧୯ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକ କୁତୁର୍ଲା ଓ ଗୌଡ଼ଗୋଠ ପଞ୍ଚାୟତରେ ୬ଜଣ ଲେଖାଏଁ, ଗୁଡ଼ଖାପଲା ୨ଜଣ, ବଡ଼ବନ୍ଧ, କୁଲୁତାପଡ଼ା, ମାୟାବରାହା, ସାରସମାଲ,
Read More...

ବାତ୍ୟା ଆଶ୍ରୟସ୍ଥଳି ବୁଲି ଦେଖିଲେ ଡେଲାଙ୍ଗ ବ୍ଲକ ପ୍ରଶାସନୀକ ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାତ୍ୟା ୟାସର ଭୟାଭୟତାକୁ ଦୃଷ୍ଟି ରଖି ବ୍ଲକ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା । ଗୋଟେପଟେ ମହାମାରୀ କରୋନା ଅନ୍ୟପଟେ ବାତ୍ୟା ୟାସକୁ ନେଇ ଲୋକମାନେ
Read More...

ବାତ୍ୟା ୟାସ୍ ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା 'ୟାସ୍‌' ପ୍ରଭାବରେ ଉତ୍ତର ଓଡ଼ିଶାରେ ବହୁତ କ୍ଷୟକ୍ଷତି ଘଟିଛି । ବାତ୍ୟା ୟାସ୍ ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ୍ ନେଇ ସ୍ଥିତି ସମୀକ୍ଷା କରିବା ପରେ ପାଣି ଘେରରେ ଥିବା ୧୨୮ ଗାଁକୁ
Read More...

ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ୟାସ୍‌ : ପବନର ବେଗ ୧୪୦ରୁ ୧୪୫ କିଲୋମିଟର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା ‘ୟାସ୍‌’ ବାଲେଶ୍ୱର ଜିଲ୍ଲା ବାହାନାଗା, ବାଲେଶ୍ଵର ସଦର ଓ ରେମୁଣା ଦେଇ ଅତିକ୍ରମ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି । ତେବେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୪୫ କିଲୋମିଟର ଏହି ସମୟରେ ରହିଥିବା ବେଳେ ଆଗାମୀ ୧୨ ଘଣ୍ଟା
Read More...

ବଲାଙ୍ଗିର ଜିଲ୍ଲାରେ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଆଶ୍ୱସ୍ତିର ବିଷୟ ଯେ, ଓଡ଼ିଶାରେ ୧୦ ହଜାର ଉପରେ ସଂକ୍ରମଣ ସଂଖ୍ୟା ରହି ଆସୁଥିଲେ ବି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ହାର କମିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲାରେ ୧୭୦ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ
Read More...

ଛାତ୍ର କଂଗ୍ରେସ ତରଫରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ ଜାରି ରହିଛି । ଏହି ସମୟରେ ଅସହାୟ ଗରୀବ ମାନଙ୍କ ପାଇଁ ମୁଠେ ଖାଇବାକୁ ମିଳିବାରେ କଷ୍ଟସାଧ୍ୟ ହୋଇପଡୁଥିବା ବେଳେ ରକ୍ତର ମଧ୍ୟ ଘୋର୍‌ ଅଭାବ ଦେଖା ଦେଉଛି । ତେବେ ଏଭଳି ପରିସ୍ଥିତିରେ ଅସହାୟ ମାନଙ୍କୁ
Read More...