Daily Archives

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଛି । ବରଗାଁ ପଞ୍ଚାୟତ ବାଞ୍ଜିମୁଣ୍ଡା ଗ୍ରାମର ତଳିପଡାରେ ଏପରି ଘଟଣା ଘଟିଛି । ସୂଚନା ପ୍ରକାରେ ପରିବାରର ଅନୁମତି ଓ ସାମାଜିକ ସ୍ବୀକୃତି
Read More...

ଆରକ୍ଷୀ ଅଧିକ୍ଷକଙ୍କୁ ବିଜେପି ପକ୍ଷରୁ ଦାବୀ ପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଚଳ ଭେନ୍ଟିଲେଟର ଗୁଡିକର ଫଟୋ ଭାଇରାଲ କରିବା, ଆଇସିୟୁରେ ଅନଧିକାର ପ୍ରବେଶ କରିବା ନେଇ ସାଂସଦ ପ୍ରତିନିଧି ଦିନେଶ ଶର୍ମାଙ୍କ ବିରୁଦ୍ଧରେ ଭୀମ ଭୋଇ ମେଡିକାଲ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ଜିଲ୍ଲା ବିଜେପି ମେଡିକାଲ କର୍ତ୍ତୁପକ୍ଷ ପ୍ରତିଶୋଧ
Read More...

ରବିୠତୁ ନିମନ୍ତେ ଚଳିତ ବର୍ଷର ଧାନକ୍ରୟ ଶୁଭାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତି ଅଧିନ ଖୁଣ୍ଟିଗୋରା ମଣ୍ତିଠାରେ ରବିଋତୁ ନିମନ୍ତେ ଧାନକ୍ରୟ ଶୁଭାରମ୍ଭ ହୋଇଯାଇଛି । ସମିତି ସଂପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସମିତି ପ୍ରଶାସକ ଗୁରୁଚରଣ ଦାଶ ନଡିଆ
Read More...

ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୧୭ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ ପ୍ରତିଦିନ ଦେଓଗାଁ ବ୍ଲକରେ କରୋନାରେ ବହୁଳ ମାତ୍ରାରେ ସଂକ୍ରମିତ ହେଉଥିଲେ । ହେଲେ ୩ରୁ ୪ଦିନ ହେଲା ସଂକ୍ରମଣ ହାର କମିବାରେ ଲାଗିଛି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା
Read More...

ମହାମାରୀ କରୋନା କାଳରେ ସହଯୋଗର ହାତ ବଢ଼ାଇଲା ବି.ଏସ୍‌.ଏରୋବିକ୍‌ ଏଣ୍ଡ୍‌ ଫିଟ୍‌ନେସ୍‌ ସେଣ୍ଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ବେଳେ ଗରିବ ଖଟିଖିଆଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏମିତି ସମୟରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଗରିବ ତଥା ଅସହାୟ ମଣିଷଙ୍କୁ ସହଯୋଗ କରିବା ପାଇଁ ଆଗେଇ
Read More...

କୁଶମେଲରେ ୨୦ ଜଣଙ୍କୁ ଟିକାକରଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା ମଧ୍ୟ କରାଯାଉଛି । ଅନ୍ୟପଟେ ଲୋକେ କୋଭିଡ଼ ଟିକା ନେବା ପାଇଁ ମଧ୍ୟ ଭୟ କରୁଛନ୍ତି ତେବେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ବିଡ଼ିଓ
Read More...

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆଶାୟୀ ହିତାଧିକାରୀଗଣ ହଇରାଣ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ପାଇବାକୁ ଆବେଦନ କରିଥିବା ଅସହାୟ ବିଧବା ମହିଳାମାନଙ୍କ ଆଶା ଆକାଂକ୍ଷା ପ୍ରତି ଖପ୍ରାଖୋଲ ବ୍ଳକରେ ଗୁରୁତ୍ଵ ଦିଆଯାଇଥିବାରୁ ବହୁ ଆବେଦନକାରୀ ବଞ୍ଚିତ ହେଉଛନ୍ତି । ବହୁତ ଗୁଡ଼ାଏ ଆବେଦନ ଫର୍ମ ଯାଞ୍ଚ ଆଳରେ
Read More...

ଚାଷୀ ନାଁରେ ଚେକ୍‌ଡ୍ୟାମ୍ ଚାଷୀଙ୍କ କାମରେ ଆସୁନି : ଯୋଜନାଟି ଧଳା ହାତୀ ପୋଷାରେ ଅର୍ଥ ବିନିଯୋଗ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ଆଦି ବ୍ଳକରେ ଥିବା ଅଣଜଳ ସେଚିତ ଅଞ୍ଚଳର ଜମି ଗୁଡିକୁ ସର୍ବ ନିମ୍ନ ଗୋଟିଏ ଚାଷ ପାଇଁ ସମ୍ପର୍ଣ୍ଣ ଜଳ ଯୋଗାଇ ଦେବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ବର୍ଷାଜଳ ପ୍ରବାହିତ ନାଳା
Read More...

ଐତିହ୍ୟ ସଂପନ୍ନ ତଥା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର : କିମ୍ବଦନ୍ତୀର ମହାସାଗର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା, ପାଇକମାଲ ସ୍ଥିତ ଗାନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ଅଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ମନ୍ଦିର । ଏହି ଐତିହାସିକ ମନ୍ଦିରକୁ ପାଟଣାଗଡର ରାଜା ବୈଜଳ ସିଂ ୧୩୧୩ ମସିହାରେ ସ୍ଥାପିତ
Read More...

ଚିଠି ଲେଖି ଦାବୀ ଜଣାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରେ ଭେଣ୍ଟିଲେଟର୍ ଯୁକ୍ତ ୧୦୦ ଶଯ୍ୟା କୋଭିଡ୍ ହସ୍ପିଟାଲ ଏବଂ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚିଠି ଲେଖି ଦାବୀ ଜଣାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପିଏମ୍‌ସିଏଆର୍‌ଇଏସ୍‌ ଫଣ୍ଡରୁ ଡ଼ିଆର୍‌ଡ଼ିଓ ଦେଶର ଅନେକ ଜାଗାରେ
Read More...