Daily Archives

ପାଇକମାଲରେ ପଞ୍ଚମ ଦିନରେ ସେବା ହିଁ ସଂଙ୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଞ୍ଚମ ଦିନରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରରୁ ପାଇକମାଲ ଠାରେ ଆରମ୍ଭ କରାଯାଇଥିବା ହେଲ୍ପ ଡେକ୍ସ କାର୍ଯ୍ୟକ୍ରମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ,
Read More...

ବରଗଡ ଜିଲ୍ଲାପାଳଙ୍କ ଅଚାନକ ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ଅଚାନକ ପାଇକମାଳ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସି ବର୍ତ୍ତମାନ କୋଭିଡ ସମୟରେ କିଭଳି ଲୋକଙ୍କ ସ୍ୱାସ୍ଥ୍ୟସେବା ଦିଆଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଅନ୍ୟମାନଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ଖସୁଛି ସଂକ୍ରମଣ : ୧୯୫ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଖସିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ବଲାଙ୍ଗିର ଜିଲ୍ଲାରେ ୧୯୫ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୯ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର
Read More...

ଘୁନସରର ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ କଲେ ଆଶା ଓ ଅଙ୍ଗବାଡି କର୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଘର ଘର ବୁଲି କରୋନା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ । ବ୍ଳକର ଘୁନସର ଗ୍ରାମର ଆଶା ବାସମତି ବାଗ, ସ୍ୱାସ୍ଥ୍ୟ କର୍ମୀ ସୁନିତା ମହାନନ୍ଦ, ଅଙ୍ଗନବାଡି କର୍ମୀ ପଦ୍ମସିଲା କାଳସାଏ,
Read More...

ଗୁଳିମାଡରେ ବନ କର୍ମଚାରୀ ମୃତ୍ୟୁ ଘଟଣା : ଦୁଇ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଳବାହାଲ ଛକ ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବନ ବିଭାଗ ଫରେଷ୍ଟର ଗାର୍ଡ ଯୁଗେଶ୍ଵର ବୁଡେକ(୧୯)ଙ୍କୁ ଗୁଳି ବିନିମୟ କରି ହତ୍ୟା ଘଟଣାରେ ଦୁଇଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ଜୁନିଅର ରେଡକ୍ରସ୍‌ ତରଫରୁ କରୋନା ସଚେତନତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ବିଶ୍ୱ ବର୍ତ୍ତମାନ କରୋନା ଯୋଗୁଁ ତାଲା ବନ୍ଦରେ ଥିବାବେଳେ ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିଛି । ଜୁନିୟର ରେଡକ୍ରସ୍‌ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଠାରେ ବଙ୍ଗୋମୁଣ୍ଡା ବ୍ଳକ
Read More...

ନୁନିଆପାଲି ପଂଚାୟତରେ ସରପଞ୍ଚଙ୍କ ଦ୍ୱାରା କୋରୋନା ସଚେତନତା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ମହାମାରୀ କରୋନା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ସରକାରୀ ତଥା ବେସରକାରୀ ସଂସ୍ଥା ଗୁଡିକ ତରଫରୁ ଏହି ଭୁତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଅହରହ ଉଦ୍ୟମ ଜାରି ରହିଛି । ସରକାର ଏଥିପାଇଁ ଲକ୍‌ଡାଉନ ଓ ସଟ୍‌ଡାଉନ ବ୍ୟବସ୍ଥା ମଧ୍ୟ କରିଛନ୍ତି
Read More...

ଲୋଇସିଂହା ବ୍ଲକ୍‌ରେ ଘରକୁ ଘର ବୁଲି କରୋନା ପରୀକ୍ଷା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକର ୧୦୮ ଖଣ୍ଡ ଗ୍ରାମରେ ଘରକୁ ଘର ବୁଲି କରୋନା ପରୀକ୍ଷା ଅଭିଯାନ ଆରମ୍ଭ ହୋଇଛି । ମଇ ୨୪ ରୁ ଅଗଷ୍ଟ ୨୩ ତାରିଖ ପର୍ୟ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଲୋଇସିଂହା ବ୍ଳକର ୧୬୫ ଆଶା କର୍ମୀ ଓ ୧୭୩ ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ଲୋକଙ୍କ
Read More...

ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷଙ୍କ ଉଦେଶ୍ୟରେ ଶୋକସଭା ଅନୁଷ୍ଠିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ତରଫରୁ ଫୁଲବାଣୀ ସ୍ଥିତ ପ୍ରେସକ୍ଲବ ଠାରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ
Read More...

ଫିରିଙ୍ଗିଆରେ ରାଜସ୍ୱ ରଥ ଜରିଆରେ ଘରକୁ ଘର ସେବା କାର୍ଯ୍ୟକ୍ରମ ଆରମ୍ଭ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି । ଫିରିଙ୍ଗିଆ ତହସିଲଦାର ପୁନମ୍ ରାଉତଙ୍କ ଦ୍ୱାରା ଏହା ଉଦ୍‌ଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ୫-ଟି କାର୍ଯ୍ୟକ୍ରମରେ ଏହି ଅଭିନବ
Read More...
error: Content is protected !!