Daily Archives

ସମ୍ମାନ ସହିତ ଶବ ସତ୍କାର କଲେ ବଲାଙ୍ଗିର ସ୍ୱେଚ୍ଛାସେବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଶାନ୍ତିପଡା ନିବାସୀ ନବକିଶର ବରିହା ପୂର୍ବତନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ବଲାଙ୍ଗିର ସ୍ଥାନୀୟ ବାସଭବନଠାର(୬୭)ଙ୍କ ଦେହାନ୍ତ ହୋଇଥିଲା । ସ୍ବର୍ଗତ ନବକିଶର ବରିହାଙ୍କ ଦୁଇଟି ଝିଅ । ତାଙ୍କର ଶବ ସତ୍କାର ପାଇଁ କୋରୋନା ଭୟରେ
Read More...

ପଶ୍ଚିମବଙ୍ଗରେ ମମତାଙ୍କ ଯାଦୁ କମାଲ୍‌ ଦେଖାଇଲା : ଆସାମରେ ବିଜେପି, କେରଳରେ ଏଲ୍‌ଡ଼ିଏଫ୍‌, ତାମିଲ୍‌ନାଡ଼ୁରେ…

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମମତାଙ୍କ ଯାଦୁ କମାଲ୍‌ ଦେଖାଇଛି । ତ୍ରୁଣମୂଳ କଂଗ୍ରେସକୁ ମିଳିଛି ବହୁମତ ।୨୧୫ ସିଟ୍‌ ହାତେଇଛି ତ୍ରୁଣମୂଳକ କଂଗ୍ରେସ । ବିଜେପି. ହାତକୁ ଆସିଛି ୭୬ ସିଟ୍‌ । କିନ୍ତୁ ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିବା ବେଳେ ମମତା ବାନାର୍ଜୀ କୋର୍ଟର
Read More...

କରୋନା ସଚେତନତା ପାଇଁ ବରିଷ୍ଠ ଶିଳ୍ପୀ କେଦାରନାଥ ମହାରଣାଙ୍କ ନିଆରା ପ୍ରୟାସ

କଳାହାଣ୍ଡି, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଭାରତ ବର୍ଷରେ ଦୈନିକ ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଓ ରାଜ୍ୟରେ ପ୍ରତିଦିନ ପ୍ରାୟ ଆଠ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ହାର ବି କମ୍‌ ନୁହେଁ, ଯାହାକୁ ନେଇ ବିଭିନ୍ନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୫୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୮ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୧୦ରୁ ୪, ୧୧ରୁ ୧, ୧୪ରୁ ୨, ୧୫ରୁ ୪, ୧୬ରୁ ୧, ୧୮ରୁ ୧,
Read More...

ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ କରୋନା ସଚେତନତା ବାର୍ତ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀ ବୃଦ୍ଧି ପାଉଛି । ଏବେ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି କରୋନା । ଅନେକ ଲୋକ କରୋନା ମହାମାରୀରେ ମୃତ୍ୟୁ ବରଣ ମଧ୍ୟ କରି ସାରିଛନ୍ତି । ତେବେ ଏହି ମହାମାରୀରୁ କିଭଳି ଭାବେ ଲୋକେ ସୁରକ୍ଷିତ ରହିବେ, ତାହାକୁ ନେଇ ଆଗେଇ
Read More...

ବାଇଡେନ ଉପରେ ବିଗିଡ଼ିଲା ଉତ୍ତର କୋରିଆ : ଆମେରିକାକୁ ଚେତାବନୀ

ଉତ୍ତର କୋରିଆ : ରାଷ୍ଟ୍ରପତି ଜୋ ବାଡେନ ଉପରେ ବିଗିଡ଼ି ଉତ୍ତର କୋରିଆ ଆମେରିକାକୁ ଚେତାବନୀ ଦେଇଛି । ଏହି ଚେତାବନୀ ଏହି ସମୟରେ ଦିଆଯାଇଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଉତ୍ତର କୋରିଆ ଏବଂ ଏହାର ଆଣବିକ କାର୍ୟ୍ୟକ୍ରମ ସମ୍ବନ୍ଧରେ ରଣନୀତି ଘୋଷଣା କରିବାକୁ ଯାଉଛନ୍ତି । ଉତ୍ତର
Read More...

ନଦୀ କୂଳରୁ ଉଦ୍ଧାର ହୋଇଥିବା ହରିଣ ମରିଗଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କେଲଗାଁ ନଦୀ କୂଳରୁ ଏକ ହରିଣକୁ ଉଦ୍ଧାର କରାଯାଇଥିଲା । ନଦୀ କୂଳରେ ଆହତ ଅବସ୍ଥାରେ ଏକ ହରିଣ ପଡିଥିବାର ଲୋକେ ଦେଖି ବିରାମହାରାଜପୁର ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଆହତ ହରିଣକୁ ଉଦ୍ଧାର କରି
Read More...

କରୋନା ସଚେତନତା ସହ ମାସ୍କ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅଧିନସ୍ଥ ଗିଦମାଲ ଗ୍ରାମରେ ଲୋକମାନଙ୍କୁ ବର୍ତ୍ତମାନ ସମୟରେ କରୋନା ମହାମାରୀ ଯୋଗୁଁ ନିଜ ଜୀବନକୁ ବଞ୍ଚାଇ ବା ସହିତ ମାନବ ଜାତିକୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ଅଚ୍ୟୁତ ସାହୁ,
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ପଶ୍ଚିମବଙ୍ଗର ନିର୍ବାଚନ ଫଳାଫଳରେ ଅଗ୍ରଣୀ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍‌ରେ ଲେଖିଛନ୍ତି, ମମତା ଦିଦିଙ୍କୁ କଡ଼ା ଟକ୍‌କ୍କରରେ ବିଜୟ ପାଇଁ ଅଭିନନ୍ଦନ।
Read More...

ପୁରୁଣାକଟକ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଭୈରବୀ ଯୁକ୍ତ୨କନିଷ୍ଠ ମହାବିଦ୍ୟାଳୟ ପକ୍ଷରୁ ନିକଟରେ ଚକିରୀରୁ ଅବସର ଗ୍ରହଣ କରିଥିବା ଅଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀଙ୍କ
Read More...