jsm

କରୋନା ସଚେତନତା ସହ ମାସ୍କ ବଣ୍ଟନ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅଧିନସ୍ଥ ଗିଦମାଲ ଗ୍ରାମରେ ଲୋକମାନଙ୍କୁ ବର୍ତ୍ତମାନ ସମୟରେ କରୋନା ମହାମାରୀ ଯୋଗୁଁ ନିଜ ଜୀବନକୁ ବଞ୍ଚାଇ ବା ସହିତ ମାନବ ଜାତିକୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ଅଚ୍ୟୁତ ସାହୁ, ଇନ୍ଦ୍ରଜିତ କୁମ୍ଭାର, ଗଣେଶ ସାହୁ, ହୃଦାନନ୍ଦ ସାହୁ ଓ ସାଗରିକା ସାହୁ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ମାସ୍କ ସହିତ ବିଭିନ୍ନ ପ୍ରକାରର ସାମଗ୍ରୀ ସହାୟତା କରୁଛନ୍ତି ଓ ଆବଶ୍ୟକତା ଥିଲେ ବାହାରକୁ ବାହାରିବା ପାଇଁ ଲୋକଙ୍କୁ ବୁଝାଉଛନ୍ତି ଏହି ଯୁବ ଗୋଷ୍ଠୀ ।

yuvodaya
Leave A Reply

Your email address will not be published.