jsm

ସମ୍ମାନ ସହିତ ଶବ ସତ୍କାର କଲେ ବଲାଙ୍ଗିର ସ୍ୱେଚ୍ଛାସେବୀ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଶାନ୍ତିପଡା ନିବାସୀ ନବକିଶର ବରିହା ପୂର୍ବତନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ବଲାଙ୍ଗିର ସ୍ଥାନୀୟ ବାସଭବନଠାର(୬୭)ଙ୍କ ଦେହାନ୍ତ ହୋଇଥିଲା । ସ୍ବର୍ଗତ ନବକିଶର ବରିହାଙ୍କ ଦୁଇଟି ଝିଅ । ତାଙ୍କର ଶବ ସତ୍କାର ପାଇଁ କୋରୋନା ଭୟରେ କେହି ଆସିନ ଥିଲେ । ତାଙ୍କ ଶବ ସତ୍କାର ପାଇଁ ବିଭୁତିପଡାକୁ ନିଆଯାଇଥିଲେ ମଧ୍ୟ ସେଠି କୋରୋନା ଭୟରେ ଝଗଡା କରି ସ୍ଥାନୀୟ ବିଭୁତିପଡାର ଲୋକେ ସ୍ମଶାନ ଘାଟରେ ଶବ ସତ୍କାର କରେଇ ନ ଦେବାରୁ ସ୍ଥାନୀୟ ବଲାଂଗିର ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ ଦେବରାଜ ମହାନନ୍ଦ, ପାର୍ଥ କରଣ, ଦେବରାଜ ନାଗ ବାହାରି ଶବ ସତ୍କାର ପାଇଁ ପିପିଇ କିଟ୍‌ ପିନ୍ଧି ଶବ ସତ୍କାର କରିବାକୁ ଯାଇ ସ୍ଥାନୀୟ ଆର୍‌ଟିଓ ଛକ ସ୍ଥିତ ସ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ ଓ ସେଠି ତାଙ୍କ ବଡ ଜ୍ୱାଇଁ ପହଞ୍ଚି ତାଙ୍କୁ ମୁଖାଗ୍ନି ଦେଇଥିଲେ ।

yuvodaya
Leave A Reply

Your email address will not be published.