Daily Archives

ଦେଓଗାଁ ବ୍ଲକରେ ୮ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ୪ଜଣ, ଗାଈବାହାଲ ୨, କୁଲୁତାପଡ଼ା ଓ ଉଡାର ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ଏହିଭଳି ଭାବେ ଆଜି ବ୍ଲକରେ ମୋଟ ୮ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମାରୱାଡି ମହିଳା ସମିତି ତରଫରୁ ନାରୀଶକ୍ତି ଫାଉଣ୍ଡେସନକୁ ମାସ୍କ ଏବଂ ସାନିଟାଇଜର୍‌ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ସଂଗୀନ ହେଉଥିବା ବେଳେ ସଚେତନତା ହିଁ ତାର ଏକ ମାତ୍ର ଅସ୍ତ୍ର ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ବଲାଙ୍ଗିର ମାରୱାଡି ମହିଳା ସମିତି ତରଫରୁ ନାରୀଶକ୍ତି ଅନୁଷ୍ଠାନର ନୂତନ
Read More...

ସରିଲା ମନ୍ତ୍ରୀ ପରିଷଦ ବୈଠକ : ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ : ସ୍କୁଲ, କଲେଜ ପାଠରେ ସାମିଲ ହେବ ବିପର୍ଯ୍ୟୟ,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରିଲା ମନ୍ତ୍ରୀ ପରିଷଦ ବୈଠକ । ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ୫ମ ପାଳିର ୨ ୟ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯ଼ାଇଛି । ତେବେ ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି
Read More...

ନବମ ଦିନରେ ପହଞ୍ଚିଲା ହେଲ୍ପଡେକ୍ସ୍ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନବମ ଦିନରେ ପହଞ୍ଚିଲା ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରରୁ ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଖୋଲାଯାଇଥିବା ହେଲ୍ପଡେକ୍ସ କାର୍ଯ୍ୟକ୍ରମ ସୂଚାରୁ ରୂପେ ହୋଇଥିଲା । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜ୍ୟ
Read More...

ଦାରିଦ୍ରତା ସାଜିଛି ବଞ୍ଚିବାରେ ବାଧକ : ଦୁର୍ଦିନରେ ଜୀବନ ବିତାଉଛନ୍ତି ଅସହାୟ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମ ବନ୍ଦପଡା ଠାରେ ରହୁଥିବା ଗୌରଚରଣ ସାହୁ(୭୫)ଙ୍କ ଦୁଇ ପୁଅ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୁଅ ଝିଅଙ୍କ ଚିକତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର
Read More...

କନ୍ଧମାଳ ଛାତ୍ର କଂଗ୍ରେସର ଅଭିନବ ପ୍ରୟାସ : ସପ୍ତାହନ୍ତ ସଟ୍‌ଡାଉନରେ ଭୋକିଲା ପେଟକୁ ଖାଦ୍ୟ ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ଭାରତ ବର୍ଷରେ କରୋନାର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗର ଲୋକମାନେ ଆର୍ଥିକ ଅନାଟନ ମଧ୍ୟରେ ଦିନ ବିତାଉଛନ୍ତି । କନ୍ଧମାଳର ଏପରି ଏକ
Read More...

ବଙ୍ଗଳାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, ରାଜନୈତିକ ପ୍ରତିଶୋଧ ବନ୍ଦ କରନ୍ତୁ : ମମତା…

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଳମ୍ବରେ ପହଞ୍ଚିବା ଏବଂ ବୈଠକରୁ ତୁରନ୍ତ ବିଦାୟ ନେଇଥିବା ବିବାଦ ଥମୁନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାରେ ଏକ ବିବୃତ୍ତି ଦେଇଛନ୍ତି । କେନ୍ଦ୍ର
Read More...

ବଲାଙ୍ଗିରରେ ଦୁଇ ଅଙ୍କକୁ ଖସିଲା ସଂକ୍ରମଣ, ଜିଲ୍ଲାରୁ ଆଜି ୯୩ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ସମୟ ପରେ ବଲାଙ୍ଗିରରେ ସଂକ୍ରମଣ ଦୁଇ ଅଙ୍କକୁ ଖସିଛି । ଆଜି ଜିଲ୍ଲାରୁ ସମୁଦାୟ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୭ଜଣ, ବଲାଙ୍ଗିର ବ୍ଲକରୁ ୩ଜଣ, ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲାରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ତଥାପି ସଚେତନତା ଲୋଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରମାଗତ ଭାବେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଖସିବାରେ ଲାଗିଛି । ଏପରିକି ଆଜି ଶହେ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ତଥାପି ସଚେତନତାର ଆବଶ୍ୟକତା ରହିଛି । କରୋନାର ତୃତୀୟ ଲହରକୁ ନେଇ ନାନା ପ୍ରକାର ଆଲୋଚନା
Read More...

ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜିର ତାରିଖରେ ଲୋକେ ନିଜ ସ୍ୱାର୍ଥ ପଛରେ ଧାଉଁଛନ୍ତି । ଆଜିକାଲି କେହି କାହାକୁ ସାହାଯ୍ୟ କରିବା ତ ଦୂରର କଥା ଲାଭ ନଥିଲେ କଥାବାର୍ତ୍ତା ମଧ୍ୟ ହେଉନାହାନ୍ତି । କଥାରେ ଅଛି ପରା : କିଏ କାହାର, ଚଁଟିଆ ଶୋଇଛି ଗାଁ ବାହାର । ଏ ଉକ୍ତିର ପ୍ରମାଣ ସତରେ
Read More...