Daily Archives

ଲିବ୍‌ରେସନ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସମାଜସେବୀ ସଂଗଠନ ଲିବ୍‌ରେସନ ତରଫରୁ ବର୍ତ୍ତମାନ ମହାମାରୀ ସ୍ଥିତିରେ ସ୍ଥାନୀୟ ରୋଡ୍‌ ଏବଂ ମାର୍କେଟ୍‌ ପ୍ଲେସକୁ ପ୍ରତିଦିନ ୨ଥର ସାନିଟାଇଜ କରିବା ପାଇଁ ପୌରପାଳିିକାକୁ ଦାବୀପତ୍ର ଦିଆଯିବା ସହ ଏଭଳି ଭୟଙ୍କର ପରିସ୍ଥିତିରେ ଏହି ପଦକ୍ଷେପ
Read More...

ଦେଓଗାଁ ପୁଲିସ : ଦିନରେ ଟାଇଟ, ରାତିରେ ଢ଼ିଲା : ଥାନା ସମ୍ମୁଖ ଦୋକାନର ତାଲା ଭାଙ୍ଗି ଡକାୟତି, ପୁଲିସ ଉପରେ ଭରସା…

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶାରେ ଲାଗୁ ହୋଇଛି ଲକଡାଉନ । ଜରୁରୀ ସେବାକୁ ଛାଡି ବନ୍ଦ ରହିଛି ସମସ୍ତ ଦୋକାନ ବଜାର । ଗହଳି ହେଉଥିବା ସ୍ଥାନରେ ପୁଲିସ ଦେଉଛି ପହଁରା । କିନ୍ତୁ ଦେଓଗାଁ ଥାନା ସମ୍ମୁଖରେ ଥିବା ଏକ ଦୋକାନର ହେଉଛି ଚୋରି । କେବଳ ଏତିକି ନୁହେଁ ଚୋରି ହେବା ପରେ ପରେ
Read More...

କର୍ଲାମୁଣ୍ଡାରେ ଆରମ୍ଭ ହେଲା ଦ୍ୱାର ମୁହଁରେ ରାଜସ୍ବ ସେବା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ବର୍ତମାନର ମହାମାରୀ କରୋନା ସମୟରେ ହିତାଧିକାରୀ ମାନେ ଅଯଥାରେ ତହସିଲ ଅଫିସ କିମ୍ବା ଜନସେବା କେନ୍ଦ୍ରକୁ ନ ଦୌଡିବା ପାଇଁ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି । ସେମାନେ ବିବିଧ ପ୍ରମାଣପତ୍ର ପାଇଁ ଆଉ ଯିବାକୁ ପଡ଼ିବନି ଅଫିସକୁ । ରାଜସ୍ବ ବିଭାଗ ଘରେ
Read More...

ଦେଓଗାଁ ବ୍ଲକରେ ଅଧିକ ୩ଟି ନୂତନ ଟୀକାକରଣ କେନ୍ଦ୍ର ଖୋଲିବା ପାଇଁ ବ୍ଳକ ଅଧ୍ୟକ୍ଷାଙ୍କ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଳକ ଅଞ୍ଚଳରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯାଇଛି । ରୋଗୀ ଚିହ୍ନଟ ଓ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ଦିନ
Read More...

ଡା. ସୁଧୀର ପରିଚ୍ଛାଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି : ଶୋକ ପ୍ରକାଶ କଲେ ବିଧାୟକ ସନ୍ତୋଷ ସିଂ…

କଂଟାବାଂଜି, (କେପିଏନ୍‌ଏସ୍‌) : ଡା. ସୁଧୀର ପରିଚ୍ଛାଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଚାଷୀମାନଙ୍କ ହକ୍‌ ପାଇଁ ଲଢେ଼ଇ କରିବାରେ ସେ ଯେଭଳି ଦମ୍ଭର ସହକାରେ ଆଗେଇ ଯାଉଥିଲେ
Read More...

ଦେଓଗାଁ ବ୍ଲକରେ ପୁଣି ୨୮ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୮ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୨୮ଜଣଙ୍କ ମଧ୍ୟରୁ ସର୍ବାଧିକ ଦେଷଣ୍ଢ ପଞ୍ଚାୟତରେ ୯ଜଣ ଓ ଗୌଡଗୋଠ, ଉଡ଼ାର ପଞ୍ଚାୟତରେ ୩ଜଣ ଲେଖାଏଁ ଚିହ୍ନଟ ହେଇଥିବା
Read More...

ଡ. ସୁଧୀର ପରିଚ୍ଛାଙ୍କ ବିୟୋଗରେ ନରସିଂହଙ୍କ ଗଭୀର ଶୋକ : ଦଳ ତଥା କୃଷକ ସମାଜ ପାଇଁ ଏକ ବଡ କ୍ଷତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଧୀରର ଅସମୟ ମୃତ୍ୟୁ ମୋତେ ବହୁତ ବ୍ୟଥିତ କରିଛି । ଏହା ମୋ ପାଇଁ ତଥା ଦଳ ପାଇଁ ଏକ ବହୁତ ବଡ କ୍ଷତି ଅଟେ । ରାଜ୍ୟ ତଥା ଜିଲ୍ଲାର ବିଶିଷ୍ଟ କୃଷକ ନେତା ଡ. ସୁଧୀର ପରିଚ୍ଛା ଆଉ ଆମ ଗହଣରେ ନାହାନ୍ତି । ତାର ଅସମୟ ବିୟୋଗ ଜିଲ୍ଲା ପାଇଁ ଏକ ବଡ ଶୂନ୍ୟସ୍ଥାନ
Read More...

ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କେନାଲପଡ଼ା ନିବାସୀ ତଥା ପଦ୍ମପୁର କେନ୍ଦୁପତ୍ର କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ୟାମ କୁମାର ପଟ୍ଟନାୟକଙ୍କ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । କିଛି ଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ
Read More...

ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମାରୱାଡ଼ି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ମୂଖ୍ୟ ଅତିଥି,
Read More...

ମୁସଲିମ୍‌ ପରିବାରଙ୍କ ଅନ୍ତେଷ୍ଟିକ୍ରିୟାରେ ସହଯୋଗ କଲେ ବ୍ରହ୍ମପୁରର ନେତୃବର୍ଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ତା ୧୬/୦୫/୨୦୨୧ ରିଖରେ ବାଇଗଣ ବାଡି ଗ୍ରାମର ଜଣେ ଜମିଦାର ତଥା ଚାଷୀ ଅହମ୍ମଦ୍ ଖାଁ ଦୀର୍ଘ ଦିନ ଧରି କୋଭିଡରେ ସଂକ୍ରମିତ ହୋଇ ହାଇଟେକ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ମୃତ୍ୟୁବରଣ କରିଥିଲେ । ଏଥି ପୂର୍ବରୁ ୧୦/୦୫/
Read More...