Daily Archives

ଘୁନସରରେ କୋଭିଡ଼ ପରୀକ୍ଷା, କୋଭିଡ଼ ପରୀକ୍ଷା ପାଇଁ କୀଟ୍‌ ଅଭାବ : ନିରାଶ ହୋଇ ଫେରିଗଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ବୃଦ୍ଧି ପାଉଛି ସାରା ରାଜ୍ୟରେ । ଏବେ ଚିନ୍ତାରେ ଲୋକେ । କରୋନା ମହାମାରୀ ସଙ୍ଗେ ଲଢେଇ କରୁଛି ମଣିଷ । କେତେବେଳେ ହାରି ଯାଉଛି ତ ଆଉ କେତେବେଳେ ମଣିଷ ବିଜୟ ଲାଭ କରିଛି । ହେଲେ କରୋନା ମହାମାରୀକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା ଜାରି
Read More...

୧୮ କେଜି ଗଞ୍ଜେଇ ସହ ଗାଡି ଜବତ, ଡ୍ରାଇଭର ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ଦ୍ୱାରା ଆଜି ଭୋର ସକାଳୁ ଏକ ଗଂଜେଇ ଗାଡି ଜବତ କରାଯାଇଥିବା ବେଳେ ଚାଳକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ପାଟଣାଗଡ
Read More...

ଆର୍ଯ୍ୟପଲ୍ଲୀ ମେରାଇନରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ସ୍ଥିତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରଭାତ କୁମାର ବେହେରା ଅବସ୍ଥାପିତ ହୋଇଛନ୍ତି । ଶ୍ରୀ ବେହେରା ଆଜି ଆନୁଷ୍ଠାନିକ ଭାବେ ଯୋଗଦେଇ କାର୍ୟ୍ୟଭାର ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁ
Read More...

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସବୁ ବେଳେ ଗରିବ, ଦୁଃଖୀ ରଙ୍କିଙ୍କ ସେବାରେ ସମର୍ପିତ । ଅସହାୟ ପତ୍ର ତୋଳାଳି ମା' ଭଉଣୀଙ୍କୁ ଆଜି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଛି । ସଭ୍ୟ ସନ୍ତୋଷ ପଟ୍ଟନାୟକ, ପାର୍ଥ କରଣ, ଅଜୟ ନାଗ,
Read More...

ବିଦେଶୀ ମଦ ଦୋକାନରୁ ଡକାୟତି : ଲକ୍ଷାଧିକ ଟଙ୍କାର ମଦ ସହ ବ୍ୟାପକ ସାମଗ୍ରୀ ଚୋରି ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟ ଡାଉନ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ଗତ ରାତି ପ୍ରାୟ ୧୦.୩୦ସମୟରେ ରାମପୁର
Read More...

ଜୋର୍‌ ପବନ, ବର୍ଷା ସହ କୁଆପଥର ମାଡ : ଚାଷୀଙ୍କ ଧାନ ସମ୍ପୂର୍ଣ କ୍ଷତିଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଅନେକ ସ୍ଥାନରେ ଆଜିପ୍ରାୟ ୪ଟା ବେଳେ ବହୁତ ଜୋର୍‌ ପବନ, ବର୍ଷା ସହ କୁଆପଥର ମାଡ ହୋଇ ଚାଷୀଙ୍କ ଏକର ଏକର ଜମିର ଧାନ ଫସଲ କ୍ଷତି ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ, ଗଛ ଲତା ସହ ଘର ମାନଙ୍କର ଛପର ଉପୁଡ଼ି
Read More...

ସ୍ୱାମୀ ରାମପ୍ରିୟାନନ୍ଦ ସରସ୍ୱତୀଙ୍କ ଇହଲୀଳା ସମ୍ବରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ କିସ୍ କୋଭିଡ୍ କେୟାର ସେଣ୍ଟରରେ ବଲାଙ୍ଗିର ଚିନ୍ମୟ ମିଶନର ସ୍ୱାମୀ ରାମପ୍ରିୟାନନ୍ଦ ସରସ୍ୱତୀ ଇହଲୀଳା ସମ୍ବରଣ କରିଛନ୍ତି । ୨଼୦୦୬ ମସିହାରେ ସେ ମିଶନର ବ୍ରହ୍ମଚାରୀ ଭାବରେ ବଲାଙ୍ଗିର ଚିନ୍ମୟ ମିଶନର ଦାୟିତ୍ୱ ଗ୍ରହଣ କରିଥିଲେ ଓ ପରେ ପରେ
Read More...

ପୁଣ୍ୟଶ୍ଲୋକ ପଟ୍ଟନାୟକଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ସମନ୍ୱୟ ଜଳ ବିଭିଜିକା ପକଳ୍ପର ପ୍ରକଳ୍ପ ସଂଯୋଜକ ପୁଣ୍ୟଶ୍ଲୋକ ପଟ୍ଟନାୟକଙ୍କ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେବ କୋଭିଡ଼ରେ ଆକ୍ରାନ୍ତ ଥିଲେ । ସେ ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ପିଡ଼ି ଭାବେ
Read More...

ମଦନପୁରରେ ଗଛ ପଡି ଘର ଓ ମାର୍କେଟ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ନଷ୍ଟ : କ୍ଷତି ପୂରଣ ଓ ସାହାଯ୍ୟ ପାଇଁ ନିବେଦନ

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ମଦନପୁର ଅଞ୍ଚଳରେ ଗୁରବାର ସନ୍ଧ୍ୟାରେ ମଦନପୁର ରଣାପଡା ଛକ ଠାରେ ପୁରୁଣା ଏକ ତେନ୍ତୁଲିଗଛ ଭାଙ୍ଗି ଯିବାରୁ ଅର୍ଜୁନ ସିଙ୍ଗଙ୍କ ଘର ସମୂର୍ଣ୍ଣ ଭାଙ୍ଗିଯାଇ ନଷ୍ଟ ହୋଇ ଯାଇଥିବା ବେଳେ, ମାର୍କେଟ କମ୍ପ୍ଲେକ୍ସ ଉପରେ ପଡ଼ି
Read More...

ବଲାଙ୍ଗିରର ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ପ୍ରଶାସନ ପକ୍ଷରୁ ଭର୍ଚୁଆଲ ଆଲୋଚନା

ବଲାଙ୍ଗିର, (କେପିଏନଏସ) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଂଗୀନ ହେଉଥିବା ବେଳେ ବଲାଙ୍ଗିର ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ଛି । ତେବେ ଏହାର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାରେ ଥିବା ସମସ୍ତ
Read More...