Daily Archives

ଦେଓଗାଁ ବ୍ଲକରେ ପୁଣି ୩୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୬ଜଣଙ୍କ ମଧ୍ୟରୁ ସର୍ବାଧିକ କୁତୁର୍ଲା ପଞ୍ଚାୟତରେ ୭ଜଣ, ଗୁଡ଼ଖାପଲା ୬, ଗୌଡ଼ଗୋଠ ୫, ଧଣ୍ଡାମାଲ ୪, ଜରାସିଂହା ୩,
Read More...

ସୋନପୁର ତହସିଲ ତରଫରୁ ରାଜସ୍ୱ ରଥର ପରିକ୍ରମା : ପ୍ରଥମ ଦିନରେ ସୋନପୁର ପୌରାଞ୍ଚଳରେ ବଣ୍ଟନ ହେଲା ଘରଡ଼ିହ ପଟ୍ଟା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୋନପୁର ତହସିଲ ପକ୍ଷରୁ ଆୟୋଜିତ ରାଜସ୍ୱ ରଥକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଜସ୍ୱ ରଥ ବର୍ତ୍ତମାନ ସମୟରେ ଜିଲ୍ଲାର ଗ୍ରାମ ଗୁଡିକୁ ଯାଇ ଲୋକଙ୍କୁ ଘର
Read More...

ଖୁବସୁରତ୍‌ ସମ୍ବଲପୁରୀ ଗୀତ ଭାଇରାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଘରେ ଘରେ ଲୋକଙ୍କ ହୃଦୟରେ ବସି ରହିଥିବା କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକ ଓ ବିଶ୍ୱ ବନ୍ଦିତା ପୁରୋହିତଙ୍କ ଖୁବସୁରତ ସମ୍ବଲପୁରୀ ଗୀତ ଏବେ ସୁଶାନ୍ତ ୟୁଟୁବ ଚେନାଲରେ ଭାଇରାଲ ହେବାରେ ଲାଗିଥିବା ବେଳେ ଏହି ସମ୍ବଲପୁରି ଗୀତ ମନ ଛୁଆ ମଧ୍ୟ ହୋଇଛି । ଗୀତକୁ
Read More...

ଗ୍ରାମାଞ୍ଚଳରେ କୋରନା ମହାମାରୀକୁ କମାଇବା ପାଇଁ ମାଷ୍ଟର ପ୍ଲାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକର ଗ୍ରାମାଞ୍ଚଳରେ କୋରନା ମହାମାରୀ ଦୃତଗତିରେ ବଢୁଥିବାରୁ ଏହାକୁ କମାଇବା ପାଇଁ ବ୍ଲକ୍ ସଭାଗୃହରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପାଇକମାଳ ବିଡିଓ
Read More...

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପାଇକମାଲରେ “ସେବା ହିଁ ସଂଗଠନ’ ଓ ମୋ ବୁଥ କରୋନା ମୁକ୍ତ କାର୍ଯ୍ୟକ୍ରମ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନ ୪ ଘଣ୍ଟା ସମୟରେ ବିଜେପି କୃଷକ ମୋର୍ଚ୍ଚା ଦ୍ୱାରା ଦେଶରେ ଆରମ୍ଭ କରାଯାଉଥିବା ସେବା ହିଁ ସଂଗଠନ ଓ ମୋ ବୁଥ କରୋନା ମୁକ୍ତ ଅଭିଯାନକୁ ଏକ ଭରଚୁଏଲ ସଭା ଜରିଆରେ ଉଦଘାଟନ କରିଥିଲେ ।
Read More...

ସ୍ୱର୍ଗତ ରାଜୀବ ଗାନ୍ଧୀ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବେ : ବିନୋଦ ବିଶ୍ୱାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ କଂଗ୍ରେସ ଦଳର ମଙ୍ଗୁଆଳ ବିନୋଦ ବିହାରୀ ବିଶ୍ୱାଳଙ୍କ ତତ୍ୱାବଧାନରେ ଆଜି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପବିତ୍ର ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ପାଇକମାଲ ସ୍ଥିତ ଡେଲି ମାର୍କେଟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଞ୍ଚଳ ତଥା
Read More...

ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷର ମହାନ ନେତା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଦ୍ମପୁର ସ୍ଥିତ ଜନଗହଳି ପୂର୍ଣ୍ଣ ଭେଉଁରିଆ ଛକ ଠାରେ ଟାଉନ କଂଗ୍ରେସ, ବ୍ଳକ କଂଗ୍ରେସର ମିଳିତ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ମହାମାରୀ
Read More...

ଧର୍ମପ୍ରାଣା ମହିଳାଙ୍କ କରୋନାରେ ପରଲୋକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରର ହାଇସ୍କୁଲ ପଡା ନିବାସୀ ଆଇନଜୀବୀ ନିହାର ରଞ୍ଜନ ବାବୁଙ୍କ ମାତା କମଳିନୀ ବାବୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ତଳେ ମହାମାରୀ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର
Read More...

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କରୋନା ପୀଡିତଙ୍କ ସେବା କଲା କଂଗ୍ରେସ

କୃଷ୍ଠାଶ୍ରମରେ କରୋନା ସଚେତନତାର ବର୍ତ୍ତା ଦେଲା ଜିଲ୍ଲା କଂଗ୍ରେସ ସେବାଦଳ ଓ ରକ୍ତଦାନ କଲା ଛାତ୍ର କଂଗ୍ରେସବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । କଂଗ୍ରେସ ଦଳ ତରଫରୁ ପ୍ରତିବର୍ଷ ଏହି ଦିନ ସ୍ୱର୍ଗତ ରାଜୀବ
Read More...

ଦୁଇ ସଦସ୍ୟଙ୍କ ଅକାଳ ମୃତ୍ୟୁକୁ ନେଇ ଝରିଆଲ ମହୋତ୍ସବ କମିଟୀର ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ମାଟିର ଐତିହ୍ୟ ସମ୍ପନ୍ନ ରାଣିପୁର ଝରିଆଲର ଇତିହାସ ଓ ଯୋଗିନୀ ପୀଠର ମହନିୟତାକୁ ବଂଚାଇ ରଖିବାକୁ ତଥା ବିଶ୍ୱ ଦରବାରରେ ରାଣୀପୁର ଝରିଆଲକୁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରାଇବା ଆଶାରେ ଏକ ପଦକ୍ଷେପ ସ୍ୱରୂପ ଝରିଆଲ ମହୋତ୍ସବର ଆୟୋଜନ
Read More...