ଖୁବସୁରତ୍‌ ସମ୍ବଲପୁରୀ ଗୀତ ଭାଇରାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଘରେ ଘରେ ଲୋକଙ୍କ ହୃଦୟରେ ବସି ରହିଥିବା କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକ ଓ ବିଶ୍ୱ ବନ୍ଦିତା ପୁରୋହିତଙ୍କ ଖୁବସୁରତ ସମ୍ବଲପୁରୀ ଗୀତ ଏବେ ସୁଶାନ୍ତ ୟୁଟୁବ ଚେନାଲରେ ଭାଇରାଲ ହେବାରେ ଲାଗିଥିବା ବେଳେ ଏହି ସମ୍ବଲପୁରି ଗୀତ ମନ ଛୁଆ ମଧ୍ୟ ହୋଇଛି । ଗୀତକୁ ସୁଶାନ୍ତ ଓ ରିଙ୍କି ରଚନା କରିଥିବା ବେଳେ ଜମିଦାର ଗଡ଼ତିଆ ଗୀତର ପ୍ରଯୋଜକ ରହିଛନ୍ତି । ସୁଶାନ୍ତ ଗଡ଼ତିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ପ୍ରବଳ ମାତ୍ରାରେ ଭାଇରାଲ ହେଇଛି ।

Leave A Reply

Your email address will not be published.

seventeen − fourteen =

error: Content is protected !!