Daily Archives

ଅବସରପ୍ରାପ୍ତ ପ୍ରଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ସୋମବାର ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣେନ୍ଦୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ଏଥିରେ ଜିଲ୍ଲାପାଳ ଚଂଚଳ ରାଣା ଏବଂ ଏସ୍‌ପି ନୀତିନ କୁଶଲକର ଦାଗ୍‌ଡ଼ୁ ଲକ୍‌ ଡ଼ାଉନ୍‌-୨
Read More...

ଉପରଝରରେ କରୋନା ସଚେତନତାରେ ଲାଗିଲେ ଯୁବ ସଙ୍ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ଲୋକମାନଙ୍କୁ ବର୍ତ୍ତମାନ ସମୟରେ କରୋନା ମହାମାରୀରୁ ନିଜ ଜୀବନକୁ ବଞ୍ଚାଇବା ସହ ମାନବ ଜାତିକୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଏହି ଉପରଝର ଯୁବ ସଙ୍ଗଠନର ସଭାପତି
Read More...

ବଢ଼ି ଚାଲିଛି କରୋନାର ସଂଖ୍ୟା ଖେଳ : ପୁଣି ୧୯ ଚିହ୍ନଟ, ବିଗତ ୨୩ ଦିନରେ ୧୪୪ ପଜିଟିଭ

ଭୟବିତ ସତ୍ତ୍ଵେ କରୋନା କଟକଣା ଉଲଂଘନଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଚଳିତ ମାସ ଗତ ୧୧ ତାରିଖରୁ ରବିବାର ଦିନ ପର୍ଯ୍ୟନ୍ତ ୧୨୫ଜଣ ଚିହ୍ନଟ ହୋଇଥିଲେ । ହେଲେ ସୋମବାର
Read More...

ଘରୁ ଯୁବକଙ୍କୁ ଡାକି ନେଇ ମରଣାତ୍ମକ ଆକ୍ରମଣ, ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମର ଜଣେ ଯୁବକଙ୍କୁ ଡାକି ନେଇ ମରଣାତ୍ମକ ଆକ୍ରମଣ କରିଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ସାବୁଳିଆ ଗ୍ରାମ ଶାନ୍ତିନଗର ସାହିର ଟୁନା ଦାସଙ୍କ ପୁଅ ଅଜିତ ଦାସ ଗତକାଲି
Read More...

ଯୁବ ସମାଜସେବୀଙ୍କ କରୋନା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଦ ଗ୍ରାମରେ ଯୁବ ସମାଜସେବୀମାନେ ଲୋକଙ୍କୁ ସତପଥଗାମୀ ହେବା ସହିତ ବର୍ତ୍ତମାନ ସମୟରେ ମହାମାରୀ କରୋନା ଦାଉରୁ ନିଜ ଜୀବନକୁ ବଂଚାଇ ବା ସହିତ ମାନବ ଜାତିକୁ ବଂଚାଇବାକୁ
Read More...

ସବିତା ରାଣୀ ପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ଭୋଗରାଇ, (କେପିଏନ୍‌ଏସ୍‌) : ମାଆ ଧରିତ୍ରୀ ଠାରୁ ମହାନ ଓ ସର୍ବଂସହା ତଥା ତ୍ୟାଗର ମୂର୍ତ୍ତିମନ୍ତ ଦେବୀ ବୋଲି ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତ ନୟାପାଲି ଗ୍ରାମର ଦିବଂଗତା ସବିତା ରାଣୀ ପାତ୍ରଙ୍କ ଏକାଦଶାହ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଥିବା
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ମନମୁଣ୍ଡା ଥାନା ବୁଟୁମୁଣ୍ଡା ଗାଁର ଗୁପ୍ତେଶ୍ଵର ମେଣ୍ଡେଲି (୪୬) ଏକ ମୋଟର ସାଇକେଲରେ ସନ୍ଧ୍ୟା ୫ଟା ସମୟରେ ମନମୁଣ୍ଡା ପଟୁ ନିଜ ଗାଁକୁ ଫେରୁଥିବା ବେଳେ କପାସିରା ଛକ ଠାରେ କଣ୍ଟାମାଲ ପଟୁ ଆସୁଥିବା ଏକ ଟଲି ଗାଡି ଧକାଦେବାରୁ ତାଙ୍କର ମୋଟର
Read More...

ମହାମାରୀ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାମାରୀ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ପରିସ୍ଥିତି ସୁଧୁରିବା ପରେ ଏହାର ପୁନଃ ନିର୍ଦ୍ଧାରିତ ତିଥି ପ୍ରକାଶ ପାଇବ ବୋଲି କୁହାଯାଇଛି ।
Read More...

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା : ଯୁବ ସାମ୍ବାଦିକ ଶୁଭ୍ରାଂଶୁ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ମାନ୍ୟତା ଦେବାର ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରର ଆଉ ଜଣେ ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଶ୍ରୀ ମିଶ୍ର ବଲାଙ୍ଗିର ପେଲେସ୍‌ଲାଇନ ବାସିନ୍ଦା
Read More...