Daily Archives

ଲକଡାଉନ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ଲକଡାଉନ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି । ଆହାର କେନ୍ଦ୍ର ପରିସରରରେ ବସି ଖାଇବା ସମ୍ପୂର୍ଣ୍ଣ ନିଷେଧ ହୋଇଥିବା ବେଳେ କେନ୍ଦ୍ରକୁ ରନ୍ଧା ଖାଦ୍ୟ ନେଇ
Read More...

ପଦ୍ମପୁରରେ ଉପଜିଲ୍ଲାପାଳ ଭାବରେ ଯୋଗ ଦେଲେ ତ୍ରିଲୋଚନ ପାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଆଜି ତ୍ରିଲୋଚନ ପାତ୍ର ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଉପଜିଲ୍ଲାପାଳ ରହିଥିବା ତନ୍ମୟ କୁମାର ଦରୱାନ ନୂତନ ଉପଜିଲ୍ଲାପାଳ ଶ୍ରୀ ପାତ୍ରଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ କାର୍ୟ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ସଇଁନ୍ତଲା ବ୍ଲକରୁ ସର୍ବାଧିକ ୪୬ ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଇଁନ୍ତଲା ବ୍ଲକରୁ ସର୍ବାଧିକ ୪୬ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୧ରୁ ୧, ୧୦ରୁ ୨, ୧୩ରୁ ୧,
Read More...

ଆଜିଠୁ ବରଗଡ଼ ସହରରେ ଗଡିବ ସଂକଳ୍ପ ରଥ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନାର ଦ୍ବିତୀୟ ଲହରୀ ବର୍ତ୍ତମାନ ଦିନକୁ ଦିନ ତାର କାୟା ବିସ୍ତାର କରୁଥିବା ବେଳେ ବରଗଡ଼ ସହରରେ ମଧ୍ୟ ବେଶ ମାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ଜରୁରୀକାଳୀନ ସମୟରେ ଲୋକଙ୍କୁ ଚିକତ୍ସାଲୟକୁ ପହଞ୍ଚାଇବା ପାଇଁ ଆଜିଠୁଁ ବରଗଡ଼ ସହରରେ ଆରମ୍ଭ
Read More...

ଏବେ ବି ମାନବିକତା ବଞ୍ଚିଛି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିିଆ) : କରୋନାର ଦ୍ୱିତୀୟ ଲହରର ଦୟନୀୟ ଅବସ୍ଥାରେ ମଧ୍ୟ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି କଣ୍ଟାବାଞ୍ଜିର ରକ୍ତଦାତା ଗଣ । କଣ୍ଟାବାଞ୍ଜି ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକଙ୍କ ପାଇଁ ରକ୍ତ ଦରକାର ପଡୁଛି । ରକ୍ତର
Read More...

କୋଶଲୀ କବି କୌଶିକ ସାହୁଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ ଭେଜିପଦର ଗ୍ରାମ ଜଣାଶୁଣା କୋଶଳୀ କବି କୌଶିକ ସାହୁ (୪୬)ଙ୍କ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଛି । ସେ କିଛିଦିନ ହେଲା ଅସୁସ୍ଥ ଅନୁଭବ କରିଥିବା ଯୋଗୁଁ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜରେ
Read More...

ଶାନ୍ତିପଡ଼ା ନିବାସୀ ମହାଶକ୍ତି ଫାଉଣ୍ଡେସନ୍‌ର ଅଡ଼ିଟର ଗଣେଶରାମ ସାହୁ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିବାସୀ ମହାଶକ୍ତି ଫାଉଣ୍ଡେସନ୍‌ର ଅଡିଟର୍‌ ଗଣେଶରାମ ସାହୁ(୪୫)ଙ୍କ ଗତକାଲି ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମ୍‌ରେ ଦେହାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ତାଙ୍କ ଜଣେ ନିକଟତମ ବନ୍ଧୁଙ୍କଠାରୁ ପ୍ରକାଶ ଯେ, କିଛି ଦିନ ତଳେ ସେ
Read More...

ଦେଓଗାଁ ବ୍ଳକରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ : ୪ ସ୍ବାସ୍ଥ୍ୟ କେନ୍ଦ୍ରରେ ୮ ବଦଳରେ ଡାକ୍ତର ସଂଖ୍ୟା ମାତ୍ର ୩,…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କାର୍ୟ୍ୟାଳୟ ନିକଟରେ ଥିବା ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସର୍ବ ପୁରାତନ । ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ୧୨୬ଟି ଗାଁକୁ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ ପହଞ୍ଚାଇବାକୁ ଦେଓଗାଁ ସିଏଚସି ଅଧୀନରେ ଅଛି ୩ଟି ପ୍ରାଥମିକ, ୨ଟି ଆୟୁର୍ବେଦିକ
Read More...

ସମରସିଂ ଗାଁରେ ଉତ୍କଟ ଜଳାଭାବ : ଗୋଟିଏ ନଳକୂପ ଭରସାରେ ଗାଁବାସୀ, ପ୍ରଶାସନର ନିଘା ନାହିଁ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କୁଇବାହାଲ ଗାଁର ସମରସିଂ ଗାଁ । ଗାଁରେ ୩ଟି ନଳକୂପ ରହିଛି । ଗାଁଟି ମୁଖ୍ୟତଃ କନ୍ଧ, ପଛୁଆ ବର୍ଗ(ଗଉଡ) ଏବଂ ହରିଜନ ସଂପ୍ରଦାୟର ପ୍ରାୟ ୩୦୦ଟି ପରିବାର ରହନ୍ତି । ଗାଁରେ ୨ଟି ୱାର୍ଡର ପାଖାପାଖି ୨୦୦୦ ଜନସଂଖ୍ୟା ପାଇଁ ୩ଟି ନଳକୂପ ରହିଛି,
Read More...

କରୋନା ନିୟମ ଉଲଂଘନ ନେଇ ଦୁଇ ମେଡିକାଲ ଷ୍ଟୋରକୁ ସିଲ୍‌ ସହ ଜୋରିମାନା ପକାଇଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜିର ଦୁଇ ଔଷଧ ଦୋକାନକୁ ସୋମବାର ଦିନ ସ୍ଥାନୀୟ ପ୍ରଶାସନ କରୋନା ନିୟମ ଉଲଘଂନ ଯୋଗୁଁ ସିଲ୍‌ କରିବା ସହିତ ପାଂଚ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛି । ଅନୁସଂଧାନରୁ ଜଣାଯାଏ ଯେ, କଂଟାବାଂଜି ସହରରେ ଦିନକୁ ଦିନ କରୋନା ମହାମାରୀ ରୋଗର ସଂକ୍ରମଣ
Read More...