Daily Archives

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନାରେ ଅବ୍ୟବସ୍ଥା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ କରୋନା ଅବ୍ୟବସ୍ଥା ଏବଂ ଅପାରଗତା ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । କେଶରୀୟା ହିନ୍ଦୁ
Read More...

ଘର ଓ ଜମି ଭାଗବଣ୍ଟାକୁ ନେଇ ଭାଇ ଭାଇ ଭିତରେ ଗଣ୍ଡଗୋଳ : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଓ ଜମି ଭାଗବଣ୍ଟାକୁ ନେଇ ଭାଇ ଭାଇ ଭିତରେ ଗଣ୍ଡଗୋଳ ଚରମ ସୀମାରେ ପହଂଚିଛି । ଏପରିକି ଭାଇର ଜୀବନ ନେବା ଭଳି ପଦକ୍ଷେପ ଆଜି ଦେଖିବାକୁ ମିଳିଛି । ଏହି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କଟାପାଲି ଗ୍ରାମରେ । ସୂଚନା ଅନୁସାରେ, ଜମି ଓ ଘର
Read More...

ଆଜି ବାଙ୍ଗାଲୋର – କୋଲକାତା ମୁହାଁମୁହିିଁ

ଅହମ୍ମଦାବାଦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି କୋଲକାତା ନାଇଟର ମୁକାବିଲା କରିବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ ସାମ୍ନା କରିବାରେ ବାଙ୍ଗାଲୋର ୨ଥର ବିଫଳ ହୋଇଛି
Read More...

ଦିଲ୍ଲୀରେ ଅମ୍ଳଜାନର ଅଭାବ : କେଜ୍ରିୱାଲ ସରକାର ସେନାକୁ ସାହାଯ୍ୟ ମାଗିଲେ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଙ୍କଟ ମଧ୍ୟରେ ଅମ୍ଳଜାନର ଅଭାବ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି । ଏହି ସଙ୍କଟକୁ ଦୂର କରିବା ପାଇଁ ଅରବିନ୍ଦ କେଜ୍ରିୱାଲ ସରକାର ବର୍ତ୍ତମାନ ସେନା ନିକଟକୁ ଆସିଛନ୍ତି । କେଜ୍ରିୱାଲ ସରକାରର ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସେ ଅମ୍ଳଜାନ ଯୋଗାଣ
Read More...

ହେନ୍‌ତି ହେନ୍‌ତି ଘଚିଟାନି ନେଇଁ ହଉନ୍‌ : ଲକ୍‌ଡାଉନ୍‌ ବେଲ୍‌କେ ବି ନିହାତି ଦର୍‌କାରୀ ସାମାନ୍‌ ମିଲ୍‌ବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେନ୍‌ତି ହେନ୍‌ତି ଘିଚିଟାନି ନେଇଁ ହଉନ୍‌ । ଲକ୍‌ଡାଉନ୍‌ ବେଲ୍‌କେ ବି ନିହାତି ଦର୍‌କାରୀ ସାମାନ୍‌ ମିଲ୍‌ବା । ସତେ ଯେନ୍‌ତା ଆର୍‌ ଦୁକାନ୍‌ ବଜାର୍‌ ମାସ୍‌ ମାସ୍‌ ଧରି ନେଇଁ ଖୁଲେନ’….ଆଏଜ୍‌ ବଲାଙ୍ଗିର ସହର୍‌ ଭିତ୍‌ରେ ହେନ୍‌ତା ଭିଡ୍‌ ଜମିଛେ । ଇ’ ଗଲା
Read More...

ଏ ସମୟ ଚାଲିଯିବ

ହେମନ୍ତ ସାହୁ ଆମେ ଏଇମିତି ଏକ ସମୟର ସାକ୍ଷୀ, ଆମ ଆଖି ଆଗରେ ନିଜ ଲୋକଙ୍କ ଜୀବନ ଚାଲିଯାଉଛି, ଅଥଚ ଶେଷ ଦର୍ଶନ ଟିକେ କରି ପାରୁନୁ । କରୋନାରେ ଯୋଉ ପୁଅ ତାର ବାପାଙ୍କୁ, ଯୋଉ ସ୍ତ୍ରୀ ତାର ସ୍ୱାମୀଙ୍କୁ, ଯୋଉ ବାପା-ମା' ପୁତ୍ରସନ୍ତାନଙ୍କୁ, ଯୋଉ ବନ୍ଧୁ ନିଜ ଆତ୍ମୀୟଙ୍କୁ, ସର୍ବୋପରି
Read More...

ମୁଣ୍ଡ ଉପରେ କରୋନା ସଂକ୍ରମଣ ଘାଇଁ ଘାଇଁ ପଇଁତରା ମାରୁଥିବା ବେଳେ ବଲାଙ୍ଗିର ସହରରେ ଅସମ୍ଭାଳ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨ ଦିନ ଧରି ସଟ୍‌ଡାଉନ୍‌ ଓ ଲକ୍‌ଲାଉନ୍‌ ଆରମ୍ଭ ହେବାକୁ ଆଉ ଦୁଇ ଦିନ ବାକି ରହିଥିବା ବେଳେ ଆଜି ପୂର୍ବାହ୍ନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗିର ସହରରେ । ଡେଲିମାର୍କେଟ୍‌ ଅଂଚଳରେ ଗାଡ଼ି ମୋଟର, ମୋଟର ସାଇକେଲ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ମମତାଙ୍କ ବିଜୟ ପାଇଁ ଅଭିନନ୍ଦନ

ପଶ୍ଚିମବଙ୍ଗ : ମମତାଙ୍କ ନେତୃତ୍ୱରେ ତୃଣମୁଳ କଂଗ୍ରେସ ପଶ୍ଚିମବଙ୍ଗରେ ତୃତ୍ୱୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ମମତାଙ୍କର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଅଭିନନ୍ଦନ ଜଣାଇଛନ୍ତି । ମୋଦୀ ମମତାଙ୍କୁ
Read More...

ବୌଦ୍ଧ ଜିଲ୍ଲାରେ ୧୩ଟି କରୋନା ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ, (ବଂଶୀଧର ମାଝୀ) : ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦ୍ରୁଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ଥିବା ୧୩ ଗୋଟି ଅଞ୍ଚଳକୁ ନୂତନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବା ଜଣାପଡ଼ିଛି ।
Read More...