oom

ମମତାଙ୍କ ବିଜୟ ପାଇଁ ଅଭିନନ୍ଦନ

jsmm

ପଶ୍ଚିମବଙ୍ଗ : ମମତାଙ୍କ ନେତୃତ୍ୱରେ ତୃଣମୁଳ କଂଗ୍ରେସ ପଶ୍ଚିମବଙ୍ଗରେ ତୃତ୍ୱୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ମମତାଙ୍କର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଅଭିନନ୍ଦନ ଜଣାଇଛନ୍ତି । ମୋଦୀ ମମତାଙ୍କୁ ଶୁଭେଛା ଜଣାଇବା ସହିତ ପଶ୍ଚିମବଙ୍ଗକୁ ଆଗକୁ ନେବା ପାଇଁ ଏବଂ କୋଭିଡ ସହ ମୁକାବିଲା କରବା ପାଇଁ କେନ୍ଦ୍ରର ସମସ୍ତ ସହେଯାଗ ରହିବ ବୋଲି କହିଛନ୍ତି ।ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମମତାଙ୍କୁ ଟ୍ୱିଟ୍ କରି ଶୁଭେଛା ଜଣାଇଛନ୍ତି । ଦେଶର ସୁରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ଆଦି ନେତା ମଧ୍ୟ ଶୁଭେଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.