pakka

କୋଶଲୀ କବି କୌଶିକ ସାହୁଙ୍କ ପରଲୋକ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ ଭେଜିପଦର ଗ୍ରାମ ଜଣାଶୁଣା କୋଶଳୀ କବି କୌଶିକ ସାହୁ (୪୬)ଙ୍କ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଛି । ସେ କିଛିଦିନ ହେଲା ଅସୁସ୍ଥ ଅନୁଭବ କରିଥିବା ଯୋଗୁଁ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ । ଡାକ୍ତର ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

two × three =