ଲକଡାଉନ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ଲକଡାଉନ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି । ଆହାର କେନ୍ଦ୍ର ପରିସରରରେ ବସି ଖାଇବା ସମ୍ପୂର୍ଣ୍ଣ ନିଷେଧ ହୋଇଥିବା ବେଳେ କେନ୍ଦ୍ରକୁ ରନ୍ଧା ଖାଦ୍ୟ ନେଇ ଆସୁଥିବା ବ୍ୟକ୍ତି ମାନେ ଘରକୁ ନେଇପାରିବେ ବୋଲି ମଧ୍ୟ ଶ୍ରୀ ଜେନା କହିଛନ୍ତି । ରାଜ୍ୟ ସରକାରଙ୍କ ଆହାର ଯୋଜନା ଅନୁଯାୟୀ ଗରିବ ଏବଂ ଅଭାବୀ ଲୋକଙ୍କୁ ୫ ଟଙ୍କା ମୂଲ୍ୟରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.

14 + 17 =