Daily Archives

ଛତ୍ରପୁର ନିକଟ ବଡ଼ଶଙ୍ଖ ଠାରେ ଏକ ହତ୍ୟାକାଣ୍ଡ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ବିହିତ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ, ଛତ୍ରପୁର ସହରର ମୁଖ୍ୟସଡକ ପଥ ମେନରୋଡ଼ ଠାରୁ ମାତ୍ର ୫ କି.ମି. ଦୂରସ୍ଥ ପୁରୁଣା ୫ ନମ୍ବର ଜାତୀୟ ରାଜପଥ
Read More...

ମୋଦୀଙ୍କ ସପ୍ତମ ବର୍ଷ ଉପଲକ୍ଷେ ସ୍ୱଚ୍ଛ ଭାରତ ସହ ବ୍ୟାପକ ଜନହିତକର କାର୍ଯ୍ୟକ୍ରମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲିଗୁଡା ଏନଏସିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ବାଲିଗୁଡା ବିଜେପି ତରଫରୁ ମଣ୍ଡଳ ସଭାପତି ଦିବାକର ସାହୁଙ୍କ ନେତୃତ୍ୱରେ ସ୍ଵଛ ଭାରତ ଏବଂ ମାକ୍ସ ସାନିଟାଇଜର ବଣ୍ଟନ କରାଯିବା ସହିତ ବାଲିଗୁଡାର
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡେଲାଙ୍ଗର ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ବ୍ଳକ ବରାଳ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥୀ ତରଫରୁ ଆଜି ଡେଲାଙ୍ଗ ଥାନା ଓ ମେଡିକାଲ, ଡେଲାଙ୍ଗ ହାଟ ବଜାର ଓ ବେନୁପଡା ମଠ ସହିତ ବିଭିନ୍ନ ଗ୍ରାମକୁ ବିଶୋଧନ କରାଯାଇଛି । ଦେଶ ତଥା ରାଜ୍ୟରେ ମହାମାରୀ କରୋନାର
Read More...

ଆଖିବୁଜା ମୃଦଙ୍ଗ ମାଡ଼ : ଭକ୍ତିରେ ବିଲୀନ ହୋଇ ମୃଦଙ୍ଗ ବଜାଇ ଭାଇରାଲ ହେଉଛନ୍ତି ଏହି କୁନି କଳାକାର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଅଭିଜ୍ଞତା, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ
Read More...

ନିଖୋଜ ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଟିଟିଲାଗଡ, (ଗୌରବଦର୍ଜୀ) : ଟିଟିଲାଗଡ ସହର ମଧ୍ୟରେ ଥିବା ଦେବନ୍ଦପଡ଼ାର ଗୋବର୍ଦ୍ଧନ କାଣ୍ଡଙ୍କ ପୁଅ ଉମାକାନ୍ତ କାଣ୍ଡ ଅନେକ ଦିନରୁ ନିଖୋଜ ଥିବା ଟିଟିଲାଗଡ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଟିଟିଲାଗଡ ପୋଲିସର ତଦନ୍ତ ପରେ ଆଜି ରାୟଗଡ଼ା ଜିଲ୍ଲା ଥିରୁବାଲି ନିକଟସ୍ଥ ଏକ ଗ୍ରାମରୁ ଶବ
Read More...

୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମଙ୍କୁ ରାଉରକେଲାରେ ଟୀକା ଦିଆଗଲା

ରାଉରକେଲା : ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ କୋଭିଡ୍ ଟୀକା ଦିଆଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୬ଟି କେନ୍ଦ୍ରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା । ଆଜି ୧୪୯ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୋଭିଡ୍ ଟୀକା ଦିଆଯାଇଛି । ଏଥିପାଇଁ ସଂପୃକ୍ତ
Read More...

ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୧୦ରୁ୧୨ଦିନ ହେବ ଦେଓଗାଁ ବ୍ଲକରେ ସଂକ୍ରମଣ କମିବାରେ ଲାଗିଛି । ଏହାପୂର୍ବରୁ ପ୍ରତିଦିନ ୩୦ରୁ ୫୦-୬୦ ମଧ୍ୟରେ ରହୁଥିବା ବେଳେ ଏବେ ଏହି ସଂଖ୍ୟା ୫ରୁ ୯-୧୨କୁ କମି ଆସିଛି । ରବିବାର ଦିନ ଦେଓଗାଁ ବ୍ଲକ କୁଲୁତାପଡ଼ା ୨ଜଣ ଓ ସାଲେପାଲି, ଉଡାର
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନାରେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବିଜୁ ଛାତ୍ର ଜନତା ଦଳ ତରଫରୁ ଯୁବ ନେତା ଅର୍କେଶ ନାରାୟଣ ସିଂଦେଓ ଓ ପୂର୍ବ ଅଧକ୍ଷ ଲକ୍ଷ୍ମଣ ମେହେରଙ୍କ ନିର୍ଦେଶ କ୍ରମେ ଦେଓଗାଁ ବ୍ଲକ ଛାତ୍ର ସଭାପତି ଦୀପକ ବେହେରା, ଜିଲ୍ଲା ସମ୍ପାଦକ ନେପାଳ ରାଉତ, ପଂଚାୟତ ଯୁବ ସଭାପତି ବିନୋଦ ପଧାନ,
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୦୧ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଷିଶ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୯ଜଣ, ବଲାଙ୍ଗିର ବ୍ଲକରୁ ୫ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨୬ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୪ଜଣ, ବେଲପଡା
Read More...

ବଲାଙ୍ଗିର ବିଜେଡି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ବିଜେଡି ଦଳ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କରୋନା ସମୟରେ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ଆହାର କେନ୍ଦ୍ର ରବିବାର ଦିନ ବନ୍ଦ ରହୁଛି । ତେଣୁ ମେଡିକାଲକୁ ଆସୁଥିବା ରୋଗୀମାନଙ୍କ ସମ୍ପର୍କୀୟ
Read More...