ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୧୦ରୁ୧୨ଦିନ ହେବ ଦେଓଗାଁ ବ୍ଲକରେ ସଂକ୍ରମଣ କମିବାରେ ଲାଗିଛି । ଏହାପୂର୍ବରୁ ପ୍ରତିଦିନ ୩୦ରୁ ୫୦-୬୦ ମଧ୍ୟରେ ରହୁଥିବା ବେଳେ ଏବେ ଏହି ସଂଖ୍ୟା ୫ରୁ ୯-୧୨କୁ କମି ଆସିଛି । ରବିବାର ଦିନ ଦେଓଗାଁ ବ୍ଲକ କୁଲୁତାପଡ଼ା ୨ଜଣ ଓ ସାଲେପାଲି, ଉଡାର ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ଏଭଳି ଭାବେ ଆଜି ବ୍ଲକରେ ମୋଟ ୪ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

twelve − two =

error: Content is protected !!