Daily Archives

ଆର୍‌ଏସ୍‌ଏସ୍‌ର ସେବା ଭାରତୀ ତରଫରୁ ନିଃଶୁଳ୍କ ଅମ୍ଳଜାନ ବ୍ୟାଙ୍କ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆର୍‌ଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ)ର ସେବା ଭାରତୀ ତରଫରୁ ନିଃଶୁଳ୍କ ଅମ୍ଳଜାନ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ କରକମଳରେ ମାଁ ଭାରତୀଙ୍କ ଠାରେ ଦୀପ ପ୍ରଜ୍ୱଳନ କରାଯାଇ ଏହି ସମାରୋହ ଉଦଘାଟିତ
Read More...

କେନ୍ଦୁଘାଟି ନିକଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗଦତ କେନ୍ଦୁଘାଟି ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ଜଣାଯାଇଛି । ଗତକାଲି ରାତିରେ ଚନ୍ଦନପିଣ୍ଡା ଗ୍ରାମର ସୁରେଶ ମହାପାତ୍ର କେନ୍ଦୁଘାଟିଠାରୁ ନିଜ ଘରକୁ ଫେରୁଥିବା ବେଳେ କେନ୍ଦୁଘାଟି
Read More...

ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ : ଗାଡି ଡ୍ରାଇଭର ଥାନାରୁ ଛୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବସଷ୍ଟାଣ୍ଡ ଛକଠାରେ ଏକ ଟୟୋଟା ଗାଡି ଓଆର୍‌୦୨ ଏ୨୬୪୩ ପ୍ରେସଲେଖା ଥିବା ଗାଡ଼ିରେ ଜରି ପକେଟ କେ ୨୦ ପକେଟ ଆନୁମାନିକ ୪୦ କେଜି ଗଞ୍ଜେଇ ଭର୍ତିଗାଡିକୁ କଣ୍ଟାମାଲ ପୋଲିସ ସଂନେ୍‌ନ୍ଦହକରି ଗାଡ଼ିକୁ ଧରିଥିଲା । ଗାଡ଼ିରେ ଜଣେ ମାତ୍ର
Read More...

ଆସନ୍ତା କାଲି ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ : ବିଭାଗୀୟ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ସକାଳ ୭ ଘଣ୍ଟା ଠାରୁ ପୂର୍ବାହ୍ନ ୧୧ ପର୍ୟ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ଯୋଗୁଁ ଗାନ୍ଧିନଗରପଡା, ଜୁହ୍ନାଡ଼ିହି, ସମ୍ବଲପୁର ରୋଡ଼, ରାଧାରାଣୀପଡ଼ା, ଖଦାଲପଡ଼ା, କ୍ଲବପଡ଼ା,
Read More...

ପୁରୀର ଧରିତ୍ରୀ ଜିଲ୍ଲା ଖବରଦାତାଙ୍କ ଆକ୍ରମଣର ତଦନ୍ତ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

କଂଟାବାଂଜି, (ମନିଶ କୁମାର ହଂସ) : ଧରିତ୍ରୀ ଦୈନିକ ଖବର କାଗଜର ପୁରୀ ଜିଲ୍ଲା ପ୍ରତିନିଧିଙ୍କୁ ପୋଲିସର ଆକ୍ରମଣକୁ ସାମ୍ବାଦିକ ସଂଘ କଂଟାବାଂଜି ଦୃଢ ନିନ୍ଦା କରିଛି । ଆକ୍ରମଣକାରୀ ପୋଲିସ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବୀ କରି ମୂଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ଥାନୀୟ ତହସିଲଦାର
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୪୪ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୪୪ ରହିଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୭ଜଣ, ବଲାଙ୍ଗିର ବ୍ଲକରୁ ୧୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨୯ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ
Read More...

ନଗର କଂଗ୍ରେସ ତରଫରୁ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର କାୟା ବିସ୍ତାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌, ସଟଡାଉନ୍‌ ଓ ଆଦି ପ୍ରତିବନ୍ଧକ ଲାଗି ରହିଥିବା ବେଳେ ଜନସାଧାରଣ ତଥା ନିରୀହ ପଶୁପକ୍ଷୀ ମାନେ ଖାଦ୍ୟ ପାଉନଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ବଲାଙ୍ଗିର ନଗର
Read More...

ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୯ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରୁ ୪ଜଣ, ବଡବନ୍ଧ ୨ଜଣ, ଗୌଡଗୋଠ, କୁତୁର୍ଲା ଓ ରାମଚନ୍ଦ୍ରପୁର ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି। ଏହିଭଳି ଭାବେ ଆଜି ବ୍ଲକରେ ମୋଟ ୯ଜଣ ଚିହ୍ନଟ ହୋଇଥିବା
Read More...

କଣ୍ଟେଣ୍ଟମେଣ୍ଟ ଜୋନ ଦେଷଣ୍ଢ ଗାଁକୁ ସାନିଟାଇଟେଜ୍ କଲେ ବିଜୁ ଛାତ୍ର ଜନତା ଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବିଜୁ ଛାତ୍ର ଜନତା ଦଳ ତରଫରୁ ଦେଓଗାଁ ବ୍ଲକର କଣ୍ଟେଣ୍ଟମେଣ୍ଟ ଜୋନ ଦେଷଣ୍ଢ ଗାଁକୁ ଯୁବ ନେତା ଅର୍କେଷ୍ ନାରାୟଣ ସିଂଦେଓଙ୍କର ନିର୍ଦେଶ କ୍ରମେ ସାନିଟାଇଜ଼ କରାଯାଇଥିଲା । ଏହି ସାନିଟାଇଜେସନ୍ ପ୍ରକ୍ରିୟାରେ ରାଜ୍ୟ ସମ୍ପାଦକ ସୁମନ ନନ୍ଦ, ବ୍ଲକ
Read More...

ଫ୍ରେଣ୍ଡ୍‌ସ କ୍ଲବ ତରଫରୁ ଅକ୍ସିମିଟର ଓ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମିତଙ୍କ ଅକ୍ସିଜେନ ହଠାତ ଖସି ଯାଉଛି । ଠିକଣା ସମୟରେ ଏହାର ଯାଞ୍ଚ ହୋଇ ଅକ୍ସିଜେନ ଦିଆଯାଇ ନପାରିଲେ ସଂକ୍ରମିତଙ୍କ ଜିବନ ପ୍ରତି ବିପଦ ସୃଷ୍ଟି ହେଉଛି । ଅକ୍ସିମିଟର ପର୍ଯ୍ୟାପ୍ତ ସଂଖ୍ୟାରେ ନଥିବାରୁ ରୋଗୀଙ୍କ ଅକ୍ସିଜେନ ସ୍ତର ଜାଣିବାରେ
Read More...