Daily Archives

ସୀତାରାମ ଫାଉଣ୍ଡେସନର ଜନହିତକାରୀ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଲକଡାଉନ୍‌ ଜାରି ରହିଥିବା ବେଳେ ଏହି ଘଡିସନ୍ଧି ମୁହୁର୍ତ୍ତରେ ଅସହାୟ ଲୋକଙ୍କ ପାଇଁ ଦେବଦୁତ ସାଜିଛି ବଲାଙ୍ଗିର ଜିଲ୍ଲା ସୀତାରାମ ଫାଉଣ୍ଡେସନ । ନିତିଦିନ ବିଭିନ୍ନ ସ୍ଥାନରେ ଅସହାୟ ମାନଙ୍କୁ ଚିହ୍ନଟ କରି
Read More...

ସାନିଟାଇଜର ଷ୍ଟାଣ୍ଡ ଓ ଥର୍ମାଲ ସ୍କିନିଂ ବଙ୍ଗୋମୁଣ୍ଡା ବ୍ଲକକୁ ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ କାମ କରୁଥିବା ଆଇସିଆରଜି ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକକୁ ସାନିଟାଇଜର ଷ୍ଟାଣ୍ଡ ଓ ଥର୍ମାଲ ସ୍କିନିଂ ପ୍ରଦାନ କରାଯାଇଛି । ଏଥିରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ଜିପିଇଓ
Read More...

ସିନ୍ଧେକେଲାରେ ଦିନ ମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚଳିତ କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦେଖି ସାରା ଓଡିଶାରେ ଏବେ କରୋନା ପାଇଁ ଲକଡାଉନ । ଲକଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ବିଶେଷ କରି ଅସହାୟ ଦିନ ମଜୁରିଆମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମଧନ୍ଦା ବନ୍ଦ ରହିଥିବାରୁ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ

କଟକ, (ଚକ୍ରବର୍ତ୍ତୀ ହୋତା)କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଲକଡାଉନ, ସଟଡାଉନ, ସାମୁଦ୍ରିକ ବାତ୍ୟା ୟାସ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା ଅରିଲୋ, ରାମକମାରପୁର ଆଦି କଟକ ସଦର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ, ଭିନ୍ନକ୍ଷମ
Read More...

ଜନମଙ୍ଗଳ କାର୍ଯ୍ୟ ପାଇଁ ପ୍ରଶଂସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଣ୍ତରୀପାଣି ଗ୍ରାମ ଝାଞ୍ଜ ପାହାଡ ପାଦଦେଶରେ ଅବସ୍ଥିତ । ଏହି ଗ୍ରାମରେ କେବଳ ଗୋଟିଏ ପୋଖରୀ ଅଛି । ଖରା ଦିନରେ ଏହି ପୋଖରୀରେ ପାଣି ଶୁଖିଯାଏ । ଲୋକମାନଙ୍କର ଗାଧୋଇବା ପାଇଁ ବହୁତ ଅସୁବିଧା ହୁଏ ।
Read More...

କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିକଳ୍ପ ସମାଧାନ କେନ୍ଦ୍ର, ବଲାଙ୍ଗିରର ସଭାଗୃହ ଠାରେ ଅନ୍‌ଲାଇନ୍‌ ମାଧ୍ୟମରେ
Read More...

ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ଘଟଣା : ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ସହ ଥାନା ଓ ବ୍ଲକ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ ସୃଷ୍ଟି ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ
Read More...

ସ୍ୱର୍ଗତ ସୌମିତ୍ରୀ ପାଢ଼ୀଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି

ସୋନପୁର, (ପ୍ରଭୂଦତ୍ତ ରଥ) : ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ମା ମାହେଶ୍ୱରୀ ମନ୍ଦିରର ପୂଜାରୀ ତଥା ଗ୍ରାମର ପୁରୋହିତ ଶ୍ରୀଯୁକ୍ତ ସୌମିତ୍ରୀ ପାଢ଼ୀଙ୍କର ଗତ ୧୬.୦୫ ୨୦୨୧ରେ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା । ସ୍ୱର୍ଗତ ସୌମିତ୍ରୀ ପାଢ଼ୀଙ୍କର ବିୟୋଗରେ
Read More...

ଆସନ୍ତା କାଲି ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆସନ୍ତା କାଲି ୨୮ ମଇ (ଶୁକ୍ରବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବେ । ପଶ୍ଚିମବଙ୍ଗ ଏବଂ ଓଡିଶାରେ ଘୂର୍ଣ୍ଣିବାତ୍ୟା ତାଣ୍ଡବ ରଚିଛି । ଘୂର୍ଣ୍ଣିବାତ୍ୟା ୟାସ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ପିଏମ ମୋଦୀ ।
Read More...

ମିଲନଙ୍କୁ ରକ୍ତ ପରାମର୍ଶଦାତା ଭାବରେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ଅନେକ ରୋଗୀମାନେ ରକ୍ତ ନ ପାଇବାରୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକର ମିଳନ କୁମାର ବାରିକଙ୍କୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରି ଅନକେ ଲୋକଙ୍କ ଜୀଵନ
Read More...
error: Content is protected !!