ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୯ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରୁ ୪ଜଣ, ବଡବନ୍ଧ ୨ଜଣ, ଗୌଡଗୋଠ, କୁତୁର୍ଲା ଓ ରାମଚନ୍ଦ୍ରପୁର ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି। ଏହିଭଳି ଭାବେ ଆଜି ବ୍ଲକରେ ମୋଟ ୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ଦିନ ହେଲା ଦେଓଗାଁ ବ୍ଲକରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଟେଷ୍ଟିଂ କମିଛି କି ସତରେ କରୋନା ରୋଗୀ କମ୍ ଚିହ୍ନଟ ହେଉଛନ୍ତି ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.

three × 3 =

error: Content is protected !!